ନୂତନ ଭାବେ ନିଯୁକ୍ତ ଅଙ୍ଗନୱାଡି ସହାୟିକାଙ୍କ ଠାରୁ ଦଶହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ଵାରା ଧରାପଡିଲେ ଦଶମନ୍ତପୁର ବ୍ଲକର ସିଡିପିଓ ଶକୁନ୍ତଳା ଦାସ
ସମନ୍ୱିତ ଶିଶୁ ବିକାଶ ସେବାରେ ଶିକାର ହେଉଛନ୍ତି ନୂତନ ଭାବେ ନିଯୁକ୍ତ ଅଙ୍ଗନୱାଡି ସହାୟିକା ନୂତନ ଭାବେ ନିଯୁକ୍ତ ଅଙ୍ଗନୱାଡି ସହାୟିକାଙ୍କ ଠାରୁ ଦଶହଜାର ଟଙ୍କା ଲାଞ୍ଚ...
