ଜିଲ୍ଲା ସ୍ତରୀୟ “ଶିଶୁ ପାଇଁ ଦିନଟିଏ” ତ୍ରୟ ମାସିକ ବୈଠକ ଏବଂ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ଓ ନିୟନ୍ତ୍ରଣ ସଚେତନତା ବୈଠକ
ତିର୍ତୋଲ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲା ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ,ଶିଶୁ ଶ୍ରମିକ ନିରୋଧ ଟାସ୍କ ଫୋର୍ସ, ଜଏଣ୍ଟ ଆକ୍ସନ ପ୍ଳାନ ଅନ...