ଯୁଗାନ୍ତକାରୀ ପଦକ୍ଷେପ : ସାରଳା ସୂତାକଳ ସ୍ଥାନରେ ଯୁଗୋପଯୋଗୀ ଶିଳ୍ପ ପ୍ରତିଷ୍ଠା ପାଇଁ ଅଣ୍ଟାଭିଡ଼ିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ
ପାରାଦୀପ - ଜଗତସିଂହପୁର ଜିଲ୍ଲାର ଲୋକଙ୍କ ପାଇଁ ପ୍ରମୁଖ ବିକାଶ ସ୍ୱରୂପ ତିର୍ତୋଲର ବନ୍ଦ ହୋଇ ପଡ଼ିଥିବା ସାରଳା ସୂତାକଳ ସ୍ଥାନରେ ଏକ ଆଧୁନିକ, ଶ୍ରମିକ କୈନ୍ଦ୍ରିକ...