October 23, 2025

Month: September 2025

“ସ୍ୱାସ୍ଥ୍ୟ ହିଁ ସମ୍ପଦ”

ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର। "ସ୍ୱାସ୍ଥ୍ୟ ହିଁ ସମ୍ପଦ" କଳାହାଣ୍ଡି...

ସାରର ଉପଲବ୍ଧତା ନେଇ ରହୁଥିବା ସମସ୍ୟାର ସମାଧାନ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

  ଭୁବନେଶ୍ୱର:   କୃଷକମାନଙ୍କ ପାଖରେ ସେମାନଙ୍କର ଆବଶ୍ୟକତାଅନୁସାରେସାର ଠିକ୍‌ ଭାବରେପହଞ୍ଚୁଛୁକିନାହିଁ, ସେଥିପାଇଁ କି କି ସମସ୍ୟା ରହୁଛି, ସେସଂପର୍କରେଆଜିମୁଖ୍ୟଶାସନସଚିବସମସ୍ତଜିଲ୍ଲାପାଳମାନଙ୍କସହିତଏକବୈଠକରେସଦ୍ୟତମସ୍ଥିତିସମୀକ୍ଷାକରିଥିଲେ।ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳମାନେ ଆଭାସୀ...

ରାଜ୍ୟ ବାହାରେ ବଜାର ବିସ୍ତାର କଲା ଓମ୍ଫେଡ୍

  ନୂଆ ଦିଲ୍ଲୀର ଓଡିଶା ନିବାସରେ ଖୋଲିଲା ଷ୍ଟଲ  ହାଉସ ଖସ ଜଗନ୍ନାଥ ମନ୍ଦିରରେ ମଧ୍ୟ ଓମ୍ଫେଡ୍ ଘିଅ ଉପଲବ୍ଧ   ଓଡିଶାର ଦୁଗ୍ଧଜାତ ଦ୍ରବ୍ୟ ଏବେ...

ଓଡିଶାରେ ଭୁଶୁଡି ପଡ଼ିଛି ଶିକ୍ଷା ବ୍ୟବସ୍ଥା

  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ବାବୁ ଦୃଷ୍ଟି ଦେବାକୁ କଂଗ୍ରେସର ଦାବି ଭୁବନେଶ୍ୱର,  :- ନିକଟରେ ଶିକ୍ଷା ମନ୍ତ୍ରାଳୟ ପ୍ରକାଶ କରିଥିବା...

ଟ୍ରାକ୍ଟର ଡ୍ରାଇଭରଙ୍କ ସାହସିକ ମାନବିକତା,ନାଳର ପ୍ରଖର ସ୍ରୋତରୁ ବଞ୍ଚାଇଲେ ତିନି ମହିଳାଙ୍କ ଜୀବନ।

  ଥୁଆମୂଲ ରାମପୁର ବ୍ଲକ ବଡବଫଲା ଗ୍ରାମର ଦୁଇ ଯୁବତୀ ଓ ଅଡ୍ରି ଗ୍ରାମର ଜଣେ ମହିଳା ଚାନ୍ଦଗିରୀ ନାଳ ନିକଟରେ କାମ କରୁଥିବା ବେଳେ ବର୍ଷା...

୧୦ ବର୍ଷ ହେଲା ମନ୍ଥନ ଗତିରେ ଚାଲିଛି ୧୦୨ କୋଟିର ସିର୍ତ୍ତିଗୁଡ଼ା-କେସିଙ୍ଗା ଗ୍ରୀଡ୍ ପ୍ରକଳ୍ପ

  କନ୍ଧମାଳ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ୍ ସିର୍ତ୍ତିଗୁଡ଼ା ଠାରେ ୧୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ସିତ୍ତୀଗୁଡା-କେସିଙ୍ଗା ଗ୍ରୀଡ଼ ଷ୍ଟେସନ ପ୍ରକଳ୍ପ 10...

ଉଛୁଳା ଭରା ନଇରେ ଷ୍ଟ୍ରେଚର୍ ରେ ବୁହାହେଲା ଗର୍ଭବତୀ ମହିଳା ।

ବାଲିଗୁଡ଼ା (ଇପିଇଏ ଉଇକ୍ଲି ନ୍ୟୁଜ, ରିପୋର୍ଟର ସୁରେଶ କୁମାର ପତି) -କନ୍ଧମାଳ ଜିଲ୍ଲାରେ ଲାଗିରହିଛି ବର୍ଷା ।ବର୍ଷାରେ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଛି ।ଗାଁ କୁ...

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

  ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ ତମ ପ୍ରତିଷ୍ଠା ଦିବସ ଆଜି ପରିଷଦ ମୁଖ୍ୟ କାର୍ଯ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି...

ଓଡ଼ିଶା ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ

  ଭୁବନେଶ୍ୱର,: ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍‌ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି...

ରେଙ୍ଗାଲପାଲି ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ ଆଦିବାସୀ ସମାଜ ନୂଆଁଖାଇ ଭେଟଘାଟ।

  ଆଜି ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ ଆଦିବାସୀ ସମାଜ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଡଙ୍ଗରିଗୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ...