March 7, 2026

Month: January 2026

ବ୍ୟାଙ୍କ୍ ରେ ଗ୍ରାହକ ଙ୍କୁ ଦୁର୍ବ୍ୟବହାର : ସେବା କମ: କଥା ବେଶୀ

ଜୁନାଗଡ଼: ଜୁନାଗଡ଼ ସହରରେ ସଂପ୍ରତି ଛତୁ ଫୁଟିବା ଭଳି ଗୋଟାଏ ପରେ ଗୋଟାଏ ବ୍ୟାଙ୍କ୍ ର ଶାଖା ଖୋଲି ଚାଲିଛି। ହେଲେ ବ୍ୟାଙ୍କ୍ ଗୁଡିକରେ ଗ୍ରାହକ ଙ୍କୁ...

ସୁବର୍ଣ୍ଣପୁର ଲୋକ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଓ ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ- 2026 ଉଦଘାଟିତ

l ସୁବର୍ଣ୍ଣପୁର: ବୁଧବାର “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଉଦଘାଟିତ ହୋଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଥମେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା...

ପିସିସି ସଭାପତି ଭକ୍ତ ଦାସଙ୍କ ୧୨ ତାରିଖରେ ନୟାଗଡ଼ ଗସ୍ତ

ନୟାଗଡ଼: ନୟାଗଡ ଆସନ୍ତା ୧୨ ତାରିଖରେ ନୟାଗଡ଼ ଦୁର୍ଗା ମଣ୍ଡପ ସାମନା ପାର୍କିଂ ପଡ଼ିଆ ଠାରେ ବିଶାଳ ଚାଷୀ ସମାବେଶର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ପିସିସି...

ସ୍ବାଧିନତା ପରବର୍ତ୍ତୀ ଓଡ଼ିଆ କବିତା ଓ ଏକବିଂଶ ଶତାବ୍ଦୀର ଓଡ଼ିଆ ନାଟକ ଉପରେ ଏକ ଦିବସୀୟ ପାଠଚକ୍ର ଅନୁଷ୍ଠିତ

। ନୟାଗଡ଼,: ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଠାରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ସୁବର୍ଣ୍ଣ ଜୟନ୍ତୀ ସଭାଗୃହରେ 'ଏକ ଦିବସୀୟ ପାଠଚକ୍ର' ଅନୁଷ୍ଠିତ ହୋଇଯାଇଅଛି।...

ନୟାଗଡ଼ରେ ସୁଭଦ୍ରା ଶକ୍ତି ମେଳା ଜାନୁଆରୀ ୧୨ ରୁ ୧୮ପର୍ଯ୍ୟନ୍ତ ହେବାପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି

ନୟାଗଡ଼ : ନୟାଗଡ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ଶକ୍ତି ମେଳା ଉପଲକ୍ଷେ ଏକ ବୈଠକ...

ପ୍ରଥମ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ମାଲକାନଗିରିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ଚିତ୍ରକୋଣ୍ଡା ବ୍ଲକ ସ୍ଥିତ ପାପୁଲୁରୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଥାପନ କରାଯାଇଛି । ଏହି...

ମାଁ ତାରିଣୀ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ କଳାକାର ବରଣ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ସ୍ଥାନୀୟ ଆନନ୍ଦ ନଗର ସ୍ଥିତ ମାଁ ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ସୋମବାର ରୀତି ନୀତି ପରମ୍ପରା ଅନୁସାରେ...

ପୁରୀ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ...

ଗର୍ଜିଲା ନବ ନିର୍ମାଣ କୃଷକ ସଂଗଠନ :ଅଭାବି ବିକ୍ରି ଓ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଓ ବିକ୍ଷୋଭ

ସୁବର୍ଣ୍ଣପୁର: ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ଧାନ ଅଭାବି ବିକ୍ରି ନେଇ ରାଜଧାନୀରେ ବିକ୍ଷୋଭ କରିଛି ନବନିର୍ମାଣ କୃଷକ ସଂଗଠନ। ଆଜି ନବନିର୍ମାଣ ସଂଗଠନର ରାଜ୍ୟର ଶହ...

ଜିନ୍ଦଲ ଷ୍ଟିଲ ଓଏଚସିର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିକିତ୍ସା ଭୂଷଣ ସମ୍ମାନ

ଯୋଡ଼ା - କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ରେ  ଅବସ୍ଥିତ ଜିନ୍ଦଲ ଷ୍ଟିଲର ବଡ଼ବିଲ ପେଲେଟ ପ୍ଲାଣ୍ଟ ସ୍ଥିତ ଅକ୍ୟୁପେସନାଲ ହେଲଥ ସେଣ୍ଟର (ଓଏଚସି)ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର...