July 5, 2025
Home » କେମିତିଆ ଧାନ କିଣିବେ ଲୋକଙ୍କ ସରକାର

କେମିତିଆ ଧାନ କିଣିବେ ଲୋକଙ୍କ ସରକାର

0
WhatsApp Image 2024-11-25 at 3.53.16 PM

ତିର୍ତୋଲ: ଚଳିତ ବର୍ଷ ଧାନ ମଣ୍ଡି ମାନଙ୍କ ରେ FAQ ମାନର ଧାନ କିଣିବା ପାଇଁ ସରକାର ନେଉଛନ୍ତି ନିଷ୍ପତି, ପରିଷ୍କାର, ଉତ୍ତମ ଆଦ୍ରତା ଓ ଗୁଣାତ୍ମକ ଧାନ ବିଷୟରେ ତିର୍ତୋଲ ଠାରେ ଚାଷୀ ମାନଙ୍କୁ ଦିଅ ଯାଉଛି ପ୍ରଶିକ୍ଷଣ, ଏନେଇ ତିର୍ତୋଲ ଠାରେ ଏନେଇ ଏକ କର୍ମଶାଳା ଅନୁଷ୍ଠୀତ ହେଇଯାଇଛି, ଏଥିରେ ତିର୍ତୋଲ ସମବାୟ ସମିତି ସଭାପତି ସୁଶାନ୍ତ ସାହୁ ସଭାପତିତ୍ବ କରିଥିଲେ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ବିଭାଗ, ଆର. ଏମ ସି ଅଧିକାରୀ ସ୍ଥାନୀୟ ସରପଞ୍ଚ ଶିବ ପ୍ରସାଦ ସାହୁ ଓ ତିର୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ, ଉପସ୍ଥିତ ଚାଷୀ ମାଙ୍କର ପ୍ରବଳ ବିରୋଧ ର ସମୁଖୀନ ହୋଇ ଥିଲେ ବିଭାଗୀୟ ଅଧିକାରୀ, ସରକାର ଚଳିତ ବର୍ଷ ମଣ୍ଡି ରେ ଧାନ କ୍ରୟ ଏକ ଜଟିଳ ସମସ୍ୟା କରିପାରେ ବୋଲି ଚାଷୀ ମାନେ ମତ ରଖିଛନ୍ତି l

ତର୍ତ୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ l

Leave a Reply

Your email address will not be published. Required fields are marked *