July 7, 2025
WhatsApp Image 2024-12-30 at 6.52.59 AM (1)

30ତମ ଦାନ ସିଂ -ଗମେତା ସ୍କାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ-2024–ଫୁଲବାଣୀ-ଇ ପି ଏ -କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ତୁଡିପାଜୁ ପଞ୍ଚାୟତ ବୁଢାଦାନି ରାମଦେବ ପଞ୍ଚାୟତ ସ୍ତରୀୟ ଖେଳ ପଡ଼ିଆରେ ମହାବୀର ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ ଫୁଲବାଣୀ ବି ଡି ଓ-ଅନୁପ ଅଭିଷେକ ଉଦଘାଟନ କରିଥିଲେ।ଏହି ଅବସରରେ ତୁଡିପାଜୁ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କୋଶଲ୍ୟା ମଲିକ,ସମିତି ସଭ୍ୟା ନିର୍ମଳା ଜାନି ଥିଲେ, ଦିତୀୟ ଫାଇନାଲ ଦିବସରେ ପକାରି ଦଳ ବିଜୟ ହୋଇଥିଲେ, ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଶ୍ରୀ ରବିନ୍ଦ୍ର ମଲିକ,କଳିଙ୍ଗ ସେନାର ବିଧାୟକ ପ୍ରାର୍ଥୀ ଶ୍ରୀ ଅନନ୍ତ କହଁର,ଶ୍ରୀ କବିଚନ୍ଦ୍ର କହଁର, ପୂର୍ବତନ ଖଜୁରିପଡା ବ୍ଲକ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅଶୋକ ମଲିକ,ପଞ୍ଚାନନ କହଁର,ବିଶ୍ଵବୀହାରୀ କହଁର , କନ୍ଧମାଳ ଜିଲ୍ଲା ଡି ପି ଇ ଓ ଶ୍ରୀ ସଂଜୟ କୁମାର ପାତ୍ର,ନାମରନ୍ନ କହଁର , ମହାବୀର ଯୁବକ ସଂଘ ସଭାପତି ଶ୍ରୀ ପଦ୍ମନାଭ କହଁର, ସଂପାଦକ ଶ୍ରୀ ବିରାଜ କୁମାର ବେହେରା ଉଦ୍ୟମ ରେଫରି ସୁଜିତ କୁମାର ରାଜହଂସ,ସାଇଟ୍ ରେ ଜଗନ୍ନାଥ କହଁର,ଉମେଶ ଚନ୍ଦ୍ର ମାଝି,ଆକାଶ କୁମାର ପ୍ରଧାନ, ହେମନ୍ତ କୁମାର କହଁର ଶେଷ ପର୍ଯ୍ୟନ୍ତ ଅତିସୁନ୍ଦର ଭାବରେ ସଭାପରିଚାଳନା ଓ କମିଟ୍ରି କରିଥିଲେ ପ୍ରମୋଦ କୁମାର କହଁର ଓ ପୁରସ୍କାର ପ୍ରଦାନ କରିଥିଲେ ପୂର୍ବତନ ତନ ଯୁବ କଂଗ୍ରେସ ସଭାପତି , ମାଁ ତାରିଣୀ ମେଡିସିନ ମାଲିକ ଶ୍ରୀ ନନ୍ଦ କିଶୋର ପୁରସ୍କାର ପ୍ରଦାନ କରିଥିଲେ ପୂର୍ବତନ ତନ ଯୁବ କଂଗ୍ରେସ ସଭାପତି ମାଁ ତାରିଣୀ ମେଡିସିନ ଦୋକାନ ମାଲିକ ଶ୍ରୀ ନନ୍ଦ କିଶୋର ଦାଶ ।

ଫୋଟ ପ୍ରମୋଦ କୁମାର ନାୟକ ଫୁଲବାଣୀ

Leave a Reply

Your email address will not be published. Required fields are marked *