February 10, 2026
Home » ଦେଓଗଡ଼ ଟାଉନ RCMS ସାହି ତ୍ରିରଙ୍ଗା କ୍ଲବ ଦ୍ଵାରା ଆୟୋଜିତ ଦିବା ରାତ୍ର ସାର୍କିଲ କ୍ରିକେଟ ଟ୍ରୁର୍ଣ୍ଣlମେଟ୍ ଅନୁଷ୍ଟିତ।

ଦେଓଗଡ଼ ଟାଉନ RCMS ସାହି ତ୍ରିରଙ୍ଗା କ୍ଲବ ଦ୍ଵାରା ଆୟୋଜିତ ଦିବା ରାତ୍ର ସାର୍କିଲ କ୍ରିକେଟ ଟ୍ରୁର୍ଣ୍ଣlମେଟ୍ ଅନୁଷ୍ଟିତ।

0
WhatsApp Image 2025-01-27 at 3.57.02 PM

ଦେଓଗଡ଼ ଟାଉନ ୱାର୍ଡ ନବର ଦସ RCMS ସାହି ସପ୍ତମ ଦିବସୀୟ ସାର୍କିଲ କ୍ରିକେଟ ଦିବା ରାତ୍ର ମେଚ ଅନୁଷ୍ଟିତ ହୋଇଥିଲା ବେଳେ। ଗତ କାଲି 76 ତମ ଗଣତନ୍ତ୍ର ଦିବସ ଅବସରରେ ସାର୍କିଲ ଫାଇନାଲ କ୍ରିକେଟ ମେଚ ରେ ମୁଖ୍ୟ ଅତିଥି ନୂତନ ଜିଲ୍ଲା ସଭାପତି ତଥା ସମ୍ୱଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଅରୁଣ କୁମାର ସାହୁ ମହୋଦୟ। ସମ୍ମାନିତ ଅତିଥି ଉପନଗର ପାଳ ଶ୍ରୀ ପ୍ରଜିତ କୁମାର ଭୋଜ ମହୋଦୟ। କାଉନସିଲର ଇତିଶ୍ରୀ ମିଶ୍ର ମହୋଦୟା।


ଯୋଡ଼ି ଶିଆଲ୍ କୋର୍ଟ ନାଜିର ବାବୁ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଖେଳାଳି ବୃନ୍ଦ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ରାଶି ବିତରଣ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କ କହିବା କଥା ଦେଓଗଡ଼ ଜିଲ୍ଲା ରେ ଏହି ସାର୍କିଲ କ୍ରିକେଟ ମେଚ ତ୍ରିରଙ୍ଗା କ୍ଲବ ଦ୍ଵାରା ଆୟୋଜିତ ଅତି ସୁନ୍ଦର ରୂପେ ଆୟୋଜନ କରାଯାଇଛି। ଫାଇନାଲ କ୍ରିକେଟ ମେଚ ରେ SS ଟାଇଗର ଓ ଅଲୱେଜ ୟୁନର ମଧ୍ୟରେ ଖେଳ ଜାରି ରହି ଥିଲା ବେଳେ ଅଲୱେଜ ୟୁନର କୁ SS ଟାଇଗର 15 ରନ ରେ ପରାସ୍ତ କରି ଚମ୍ପିୟାନ ହାସଲ କରିଥିଲେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *