March 14, 2025
Home » ଅନନ୍ତ ବାସୁଦେବ ବ୍ୟବସାୟୀ ସଙ୍ଘ” ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ।

ଅନନ୍ତ ବାସୁଦେବ ବ୍ୟବସାୟୀ ସଙ୍ଘ” ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ।

0

ଭୁବନେଶ୍ୱର :-ସ୍ଥାନୀୟ ମାର୍କେଟ ବିଲଡିଂ ସଂଲଗ୍ନ “ଅନନ୍ତ ବାସୁଦେବ ବ୍ୟବସାୟୀ ସଙ୍ଘ “ପକ୍ଷରୁ ଦେଶର ୭୬ତମ ସାଧାରଣତନ୍ତ୍ର ଦିବସ ସମ୍ବାଦ ସରବରାହ ସଂସ୍ଥା “ଇପିଏ ” କାର୍ଯ୍ୟାଳୟ ସମ୍ମୁଖରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଭୁବନେଶ୍ୱର ମଧ୍ୟ ର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଉତ୍ସବ ରେ ପୂର୍ବତନ ବିଧାୟକ ୟାକୁବ ଖାଁ, ଊର୍ଦୁ ଏକାଡେମୀ ର କାର୍ଯ୍ୟ ନିର୍ବାହୀ ସଦସ୍ୟ ମେହେବୁବ ବେଗ, ସ୍ଥାନୀୟ କର୍ପୋରେଟର ଆସିୟା ବେଗମ,ଯୁବନେତା ଫିରୋଜ ଖାଁ, ହାଜି ସଦରୁଲ୍ଲା, ମୁସରଫ ଖାଁ, ଫରୁକ ଖାଁ, ସାଜ୍ଜିଦ ଖାଁ, ଏମ ଆର ଖାଁ, ଦlଉଦାର ଖାଁ, ପହମିଦ ଖାଁ, ଓ ସଂଘର ସଭାପତି ତ୍ରିଲୋଚନ ଦାସ, ସମ୍ପାଦକ ବାବାଜୀ ପରମାଣିକ, ବାବୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *