ଚେତନା ପବ୍ଲିକ ସ୍କୁଲ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ।

ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ “ଚେତନା ପବ୍ଲିକ ସ୍କୁଲ ” ପକ୍ଷରୁ ଦେଶର ୭୬ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ର ସହ ପାଳିତ ହୋଇ ଯାଇଛି। ଏହି ପବିତ୍ର ଅବସରରେ ବିଦ୍ୟାଳୟ ର ପରିସରରେ ଜାତୀୟ ପତାକା ଉତ୍ତୋଳନ କରି ବିଶିଷ୍ଠା କବୟିତ୍ରୀ ତଥା ବିଦ୍ୟାଳୟ ର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ପରିଜା ଛାତ୍ରୀଛାତ୍ର ମାନଂକୁ ଉଦବୋଧନ ଦେଇଥିଲେ। ଏହି ଶୁଭ ଅବସରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ କର୍ମଚାରୀ ଓ ଛାତ୍ରୀଛାତ୍ର ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ।