August 27, 2025
Home » ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ଅବସର ଗ୍ରହଣ

ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ଅବସର ଗ୍ରହଣ

0
WhatsApp Image 2025-01-31 at 9.32.10 PM (1)

ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ରଥିଆ ନାଏକ ଦୀର୍ଘ 34 ବର୍ଷ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରି ଅବସର ନେଇଛନ୍ତି l ଶ୍ରୀ ନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ପେନସନ ସମ୍ପର୍କିତ କାଗଜାତ ଜିଲ୍ଲାସୁଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ପ୍ରଦାନ କରିଥିଲେ l

ସେହିପରି କାର୍ଯ୍ୟାଳୟର ପୂର୍ବତନ ଭଣ୍ଡାର ରକ୍ଷକ ଶ୍ରୀ ଶକ୍ତିକାନ୍ତ ରାଉତ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ଥାଇ ଅବସର ନେଉଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସୁଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶ୍ରୀମତୀ ମେରିଲିନା ରାଉତରାୟ ନିକ୍ଷେପକ ଦିଲ୍ଲୀପ ମିଶ୍ର, ଗ୍ରନ୍ଥାଗାରିକ ଦୀପାଳିବାଳା ଦାସ,କନିଷ୍ଠ ଭଣ୍ଡାରରକ୍ଷକ ମିନା ଖାକା, କର୍ମଚାରୀ ରାମ ଚନ୍ଦ୍ର ପଲାଇ, ଵିଷ୍ଣୁ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରଥିଆ ନାଏକ ଶ୍ରୀ ଶକ୍ତିକାନ୍ତ ରାଉତଙ୍କ ଉତ୍ତମ ସେବା ସମ୍ପର୍କରେ ଆଲୋକପାତ କରିଥିଲେ l

Leave a Reply

Your email address will not be published. Required fields are marked *