July 4, 2025
Home » ଆରମ୍ଭ ହେଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା

ଆରମ୍ଭ ହେଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା

0
WhatsApp Image 2025-02-18 at 3.13.51 PM

ଆଜି ଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା। ଏହି ପରୀକ୍ଷାର ପ୍ରଥମ ଦିନରେ ଓଡିଆ ବିଷୟ ରହିଥିଲା। ପରୀକ୍ଷା ମାର୍ଚ୍ଚ ୨୭ ରେ ଶେଷ ହେବ।

ପରୀକ୍ଷା କୁ ନେଇ ଚାପମୁକ୍ତ ଥିବା ପିଲାମାନେ ପ୍ରକାଶ କରିଛନ୍ତି ଏବଂ ପରୀକ୍ଷାରେ ବହୁତ ଭଲ ହୋଇଛି ବୋଲି ପରୀକ୍ଷାର୍ଥୀମାନେ କହିଛନ୍ତି।

ଭୁବନେଶ୍ୱର ଇପିଏ ରୁ ମଧୁସୂଦନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *