July 5, 2025
Home » ମାର୍ଚ ୮ରେ ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ

ମାର୍ଚ ୮ରେ ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ

0
Lok-Adalat

ଭୁବନେଶ୍ୱର ; ଆସନ୍ତା ମାର୍ଚ ୮ତାରିଖ ଶନିବାର ଦିନ ଭୁବନେଶ୍ୱର , ଖୋର୍ଵା, ଜଟଣୀ, ବାଣପୁର, ଚିଲିକା, ଟାଂଗୀ, ବେଗୁନିଆ ଅଦାଲତ ପରିସରରେ ୨୦୨୫ ମସିହାର ପରଥମ ରାଜ୍ୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି | ଏଥିରେ ସମସ୍ତ ପ୍ରକାରର ବିଚାରଧୀନ ମକଦ୍ଦମା ଯଥା- ଫୌଜଦାରୀ (ସାଲିସ ଯୋଗ୍ଯ), ଚେକ୍‌ ବାଉଁଶ , ବ୍ୟାଙ୍କ ରଣ, ମୋଟର ଦୁର୍ଘଟଣାଜନିତ କ୍ଷତିପୁରଣ, ଶୁମ ଓ ନିଯୁଛତି ବିବାଦ, ବିଦ୍ଧତ, ଜଳ ଓ ଅନ୍ଯାନ୍ଯ ବିଲ୍‌ ଦେୟ ଜନିତ ବିବାଦ, ବୈବାହିକ ବିବାଦ, ଜମି ଅଧୀକରଣ, ଚାକିରି ସମନ୍ଧୀୟ ଓ ଅନ୍ୟାନ! ଦେଞାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ | ଏହାସହ ପାକ୍‌ ମକଦ୍ଦମାସ୍ରୀୟ ମାମଲା ତଥା ବ୍ୟାଙ୍କ୍‌ ରଣ ବିବାଦ, ବିଦ୍ଧୃତ, ଜଳ ଓ ଅନ୍ଯାନୀ ସାଲିସ ଯୋଗା ଫୌଜଦାରୀ ମକଦ୍ଦମା ଇତ୍ୟାଦିର ଆପୋଷ ସମାଧାନ ମଧ୍ୟ ଏହି ରାଭୁୀୟ ଲୋକ ଅଦାଲତରେ ହୋଇପାରିବ |! ଲୋକ ଅଦାଲତରେ ମକଦ୍ଦମା, ବିବାଦର ସମାଧାନ ପାଁଇ କୌଣସି ଆର୍ଥିକ ଖର୍ଚ ପଡେନାହିଁ ଏବଂ ଲୋକ ଅଦାଲତଙ୍କ ରାୟ୍‌ ବୈଧ, ଚୂଡାନ୍ତ ଏବଂ ଅମଳ ଯୋଗ୍ୟ | ଦିର୍ଘଦିନ ଧରି ସମୟ ଅପଚୟରୁ ନିସ୍ତାର ପାଁଇ ଏହା ଏକ ସୁଯୋଗ | ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନେ ଜିଲା ଆଇନସେବା । ପାଧିକରଣ, ଭୁବନେଶ୍ୱର ଏବଂ ତାଲୁକ ଆଇନ ସେବା କମିଟି ଖୋର୍ଦା, ଜଟଣୀ, ବାଣପୁର, ଚିଲିକା ଓ ବେଗୁନିଆ ଏବଂ ଗ୍ରାମ ନ୍ୟାୟାଳୟ ଟାଂଗୀ ସହିତ ଯୋଗାଯୋଗ କରିବାକୁ ସୁଚନା ଦିଆଯାଉଛି | ।

Leave a Reply

Your email address will not be published. Required fields are marked *