July 5, 2025
Home » ଦେଓଗଡ ଜିଲ୍ଲା ଠିକାଦାର ପକ୍ଷରୁ RNB ଅଫିସ ରେ ତାଲା ପକାଇଲେ।

ଦେଓଗଡ ଜିଲ୍ଲା ଠିକାଦାର ପକ୍ଷରୁ RNB ଅଫିସ ରେ ତାଲା ପକାଇଲେ।

0
deba-rnb

ଚଳିତ ବର୍ଷ 2024-2025 ସରିବା ପାଇଁ ଆଉ ଅଳ୍ପ ଦିନ ଥିଲା ବେଳେ। ଦେଓଗଡ଼ ଜିଲ୍ଲା ଠିକାଦାର ସଂଗଠନ ପକ୍ଷରୁ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପାଇଁ ତାଲା ପକାଇଲେ। ଠିକାଦାର ସଂଗଠନ ପକ୍ଷରୁ କହିବା କଥା ଦିର୍ଘ ଦିନରୁ ଦେଓଗଡ RNB ଅଫିସ ରେ ବିଶେଷ କରି ନିର୍ବାହୀ ଯନ୍ତ୍ରୀ ପଷ୍ଟିଙ୍ଗ ହୋଇନାହାନ୍ତି। କିଛି ଦିନ ପୂର୍ବରୁ ସମ୍ବଲପୁର ଜୁନ 1 ରେ ପୋଷ୍ଟିଙ୍ଗ ଥିବା ନିର୍ବାହୀ ଯନ୍ତ୍ରୀ ଦେଓଗଡ RNB ଅଫିସ ରେ ଇନ ଚାର୍ଜ ଭାବେ ଦାଇତ୍ୱ ନେଇଥିଲେ।ଦୁର୍ଭାଗ୍ୟ ର କଥା ଦିନକ ପାଇଁ ବି ଅଫିସ ଆସୁନାହାନ୍ତି କି ଅଫିସ କାର୍ଯ୍ୟରେ ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦେଓଗଡ ଜିଲ୍ଲା ବାସି।

ଠିକ ସମୟରେ ବିଲ ପଇଠ ହୋଇପାରୁନାହିଁ। କି ଅଫିସ ରେ ସମ୍ପୂର୍ଣ ଅଫିସର ନାହିଁ ତେଣୁ ସମସ୍ତ କାର୍ଯ୍ୟ ରେ ବାଧା ଉପୁଜିବା ସହିତ ଜନ ସାଧାରଣ ବହୁତ୍ ଅସୁବିଧା ର ସମ୍ବୁଖିନ ହେଉଛନ୍ତି।
ଏହି ଆନ୍ଧୋଲନ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *