ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

ଖୋର୍ଦ୍ଧା ଜ଼ିଲ୍ଲା ର ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ତରବୋଇ, ଜଟଣୀ ଠାରେ ଥିବା ଝଳସକ୍ଷକ୍ଷ ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର ର ଅଡିଟୋରିଉମ ରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରଣା ଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ଆନୁଷ୍ଠାନିକ ଭାବରେ ଉଦ୍ଦଘାଟନ ହୋଇଯାଇଛି ଜ୍ଝ ମା ମାନଙ୍କର ରୋଜଗାର ସେମାନଙ୍କ ସଂଖ୍ୟା ୨୧ ରୁ ଉର୍ଦ୍ଧ୍ୱ ବୋଲି ଜଣାପଡିଛି ।
ଏହି କର୍ମଶାଳାରେ ଜ଼ିଲ୍ଲା ମୁଖ୍ୟ ଉନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ସାହୁ, ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ କସ୍ତୁରୀ ବାଳଜ୍ଝ ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟାଙ୍ଗି ଏବଂ ଜଟଣୀ ଉପସ୍ଥିତ ରହି କାର୍ୟ୍ୟକ୍ରମ ଟିକୁ ଆଗେଇ ନେଇ ଥିଲେ ଜ୍ଝ ଏହି କର୍ମଶାଳା ରେ ବାଣପୁର, ଚିଲିକା, ଜଟଣୀ, ବୋଲଗଡ ଓ ବେଗୁନିଆ ବ୍ଲକ ର ସମସ୍ତ କମୁନିଟି ସପୋର୍ଟ ଷ୍ଟାଫ୍ଫ ଏବଂ ଏହି ବ୍ଲକ ର ଲକ୍ଷପତି ଦିଦି ମାନେ ଉପସ୍ଥିତ ଥିଲେ ଜ୍ଝ ସର୍ବେ ପ୍ରଥମେ ଜ଼ିଲ୍ଲା ପ୍ରକଳ୍ପ ପରିଚାଳିକା, ଓଡିଶା ଜୀବିକା ମିଶନ,ଖୋର୍ଦ୍ଧା ର ଶ୍ରୀମତୀ ପ୍ରେମସି ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି କର୍ମଶାଳା ମୂଳ ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ଜ୍ଝ ଜ଼ିଲ୍ଲା ମୁଖ୍ୟ ଉନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ସାହୁ ଏହି କର୍ମଶାଳା ରେ ଉପସ୍ଥିତ ରହି ବିଭିନ ଜୀବିକା ଭିତିକ କାର୍ୟ୍ୟ କ୍ରମ ଦ୍ୱାରା କିପରି ସ୍ବାମବଲମ୍ବି ହେଇପାରିବେ ଆଲୋଚନା କରିଥିଲେ ଜ୍ଝ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରଣା ମହୋଦୟ ମହିଳା ମାନଙ୍କୁ ଉଦବୋଧନ ଦେଇ ମହିଳା ମାନେ କିପରି ନିଜେ ଅର୍ଥ ନୀତିକ ସ୍ୱାବଲମ୍ବୀ ହେବ ସହିତ ପରିବାର ଏବଂ ଦେଶକୁ ସ୍ୱାବଲମ୍ବୀ କରିବାରେ ସହାୟକ ହେବେଜ୍ଝଏହା ପରେ ଜ଼ିଲ୍ଲା ଏବଂ ବ୍ଲକ ର ବିଭିନ୍ନ ବିଭାଗର ଯଥା ମତ୍ସ୍ୟ, ପ୍ରାଣୀ ସମ୍ପଦ, କୃଷି ଏବଂ ଉଦ୍ୟାନ ବିଭାଗ ଅଫିସର ମାନେ ରହି ନିଜ ନିଜ ବିଭାଗର ସମସ୍ତ କାର୍ୟ୍ୟ କ୍ରମ ଉପରେ ଆଲୋଚନା କରିଥିଲେ ଏବଂ ଏହି ସବୁ ଯୋଜନା ଗୂଡିକ କିପରି ଉପଯୋଗ କରି ଅଧିକରୁ ଅଧିକ ଲାଭବାନ ହେବ ସହିତ ଲକ୍ଷପତି ଦିଦି ହୋଇ ଆଗକୁ ବଢି ପାରିବେ ଜ୍ଝ ସର୍ବ ଶେଷରେ ଙଖଗ ର ବିଭିନ କାର୍ୟ୍ୟ କର୍ମ ଉପରେ ଆଲୋଚନା କରଜ୍ଝ ଯିବା ସହିତ ଲକ୍ଷପତି ଦିଦି ମାନେ ନିଜେ ନିଜର ସଫଳତା ର କାହାଣୀ ଉପସ୍ଥାପନା କରିଥିଲେ ଜ୍ଝ
ଶେଷରେ ଉପ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାଜ ଗୋପାଳ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଆଜିର କର୍ମଶାଳା କଲା ଆନୁଷ୍ଠାନିକ ଭାବରେ ସାଙ୍ଗ କରିଥିଲେ `