April 22, 2025
Home » ବିନା ସୂଚନା ଫଳକରେ କାର୍ଯ୍ୟକରା ନ ହୋଇ ଡିମାଣ୍ଡ ପଡୁଛି ମନରେଗା ଯୋଜନାକାର୍ଯ୍ୟାନୁଷ୍ଠାନ ବିଫଳ ମିଳିତ ଭଗତରେ ଚାଲିଛି ଖେଳ!

ବିନା ସୂଚନା ଫଳକରେ କାର୍ଯ୍ୟକରା ନ ହୋଇ ଡିମାଣ୍ଡ ପଡୁଛି ମନରେଗା ଯୋଜନାକାର୍ଯ୍ୟାନୁଷ୍ଠାନ ବିଫଳ ମିଳିତ ଭଗତରେ ଚାଲିଛି ଖେଳ!

0

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଏକ ଆଦିବାସୀ ବ୍ଲକ ଏହି ବ୍ଲକରେ ଚାଷ ଉପରେ ନିର୍ଭର!ଘାଗରାମୁଣ୍ଡା ପଂଚାୟତ ଗତରେଇ ଗଣ୍ଡସାହି ପୋଖରୀ ଖନନ ନ ହୋଇ ୧୧୪୩୦୦ ଟଙ୍କାର ଡିମାଣ୍ଡ ପକାଉ ଥିବା ଏଡିଇଓ ପଚାରି ବୁଝିଥିଲୁ

ଉତ୍ତର ମିଳିଲା ସରପଞ୍ଚ ସହିତ କଥା ହିଅ!କୋଡ଼ -୨୪୦୭୦୦୫୦୦୯/ଡବ୍ଲଏଚ /୧୦୪୮୯୭୪୮ ମୋଷ୍ଟରରୋଲ -୧୫୫୧୨, ୧୫୫୧୩, ୧୫୫୧୪, ୧୫୫୧୫, ୧୫୭୭୯, ୧୫୭୮୦, ୧୫୭୮୧, ୧୫୭୮୨, ୧୬୨୩୧, ୧୬୨୩୨, ୧୬୨୩୩, ୧୬୨୩୪ ଏ ବିଷୟରେ ଯନ୍ତ୍ରୀଙ୍କୁ ଫୋନମାଧ୍ୟମରେ ଯୋଗାଯୋଗ କରିଥିଲୁ ଯନ୍ତ୍ରୀ ଫୋନ ଉଠାଇ ନ ଥିଲେ ଚଞ୍ଚକତା କରି ଡିମାଣ୍ଡ ପଡୁଥିବା ଜାଣିବାରୁ ରାତିରେ ମେସିନ ଦ୍ୱାରା ଅଳ୍ପ ମାଟି ଖୋଳା ହେବା ସକାଳୁ ଜଣା ପଡିଲା!

ଅସାଧୁ ଅଧିକାରୀ ଏବଂ ଅସାଧୁ ଠିକାଦାରମିଳିତ ମଧୁଚନ୍ଦ୍ରିକା ଅନୁମାନ ହେଉଛି!ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ କେବେ ନେଉଛନ୍ତି ଦେଖୁବାକୁ ବାକି ରହିଲା

subash pradhan nka report epa news

Leave a Reply

Your email address will not be published. Required fields are marked *