ବିଜେପି ପାଳୁଛି ୪୬ ତମ ପ୍ରତିଷ୍ଠା ଦିବସ
ପବିତ୍ର ରାମନବମୀ ଉପଲକ୍ଷେ। ସାରା ରାଜ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ୪୬ ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କରୁଥିବାବେଳେ। ଗତ କାଲି ସନ୍ଧ୍ୟା ପାଞ୍ଚଟା ସମୟରେ ଦେଓଗଡ ଜିଲ୍ଲା ବିଜେପି ସଭାପତି ଙ୍କ ନେତୃତ୍ଵରେ ନଗର ପରିକ୍ରମା ବାଇକ ରାଲି ଓ ସଭା ଅନୁଷ୍ଟିତ ହୋଇଥିଲା। ଅନୁଷ୍ଟିତ କାର୍ଯ୍ୟକର୍ମରେ ସତା ଧିକ ବାଇକ ପୁରୁନାଗଡ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରୁ ବାହାରି ନଗର ପରିକ୍ରମା କରିଥିଲେ। ବାଇକ ରାଲୀ ସାରି ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସଭା ଆହୋଜନ କରାଯାଇଥିଲା।
ଅନୁଷ୍ଟିତ ସଭା ବିଜେପି ଜିଲ୍ଲା ସଭାପତି ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଚାଲିଥିବା ବେଳେ। ଅନୁଷ୍ଟିତ ସଭା ରେ ଉପସ୍ଥିତ ପୂର୍ବ ତନ ବିଧାୟକ ସୁବାଷ ପାଣି ଓ ପୂର୍ବ ତନ ବିଜେପି ଜିଲ୍ଲା ସଭାପତି ମୀନକେତନ ପ୍ରଧାନ। ଜିଲ୍ଲା ର ବରିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ଓ ବୁଦ୍ଧିଜୀବି ମାନେ ଉପସ୍ଥିତ ରହି ନିଜ ନିଜ ଅନୁଭୂତି ପ୍ରକାଶ କରିଥିଲେ ବରିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ଙ୍କ କହିବା କଥା ଭାରତୀୟ ଜନତା ପାର୍ଟି ଆଗମୀ ଦିନରେ ଅନେକ ସଂଘର୍ଷ ବାଧା ବିଘ୍ନ୍ୟ କୁ ସାମ୍ନା କରି ଆଜି ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛି। ଦେଓଗଡ ଜିଲ୍ଲା ବିଜେପି ସଭାପତି ଙ୍କ କହିବା କଥା ଭାରତୀୟ ଜନତା ପାର୍ଟି ଏକ ଆଧାରିତ ଦଳ ଲୋକଙ୍କ ଦଳ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରେ। ଓ ଜନସାଧାରଣ ଙ୍କ ସମସ୍ୟା କୁ ନେଇ କାର୍ଯ୍ଯ ସଫଳ କରିବା ପାଇଁ ପ୍ରତିଶୃତି ବୋଧ।
ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
