ଶୋକ ସମ୍ବାଦ
ରାମନାଗୁଡ଼ା: ରାମନାଗୁଡ଼ା ବିଦ୍ୟାଳୟର ପୁର୍ବତନ ଶିକ୍ଷକ ମହେଶ୍ବର ପ୍ରାଣିଗ୍ରାହୀଙ୍କ ପତ୍ନୀ ରାଜେଶ୍ଵରୀ ପ୍ରାଣିଗ୍ରାହୀଙ୍କ ପରଲୋକ ଘଟିଛି। ତାଙ୍କୁ ୭୨ବର୍ଷ ହୋଇଥିଲା। ସେ ବହୁ ଦିନ ହେଲା ଶଯ୍ୟାଶାୟୀ ଥିବା ବେଳେ ୧୭ ତାରିଖ ସକାଳେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ଶେଷ ସମୟରେ ପୁଅ ପ୍ରମୋଦ ପ୍ରାଣିଗ୍ରାହୀ, ବୋହୂ, ନାତି ଓ ଝିଅ ଉପସ୍ଥିତ ଥିଲେ |ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ramanaguda ru narasingh parichha nka report epa news
