July 1, 2025
Home » ଆଦିବାସୀ ମହିଳାଙ୍କ ମୁଖରେ ହସ ଫୁଟାଇବା ମୋ ଲକ୍ଷ୍ୟ… ମାନସୀ ପ୍ରଧାନ.।

ଆଦିବାସୀ ମହିଳାଙ୍କ ମୁଖରେ ହସ ଫୁଟାଇବା ମୋ ଲକ୍ଷ୍ୟ… ମାନସୀ ପ୍ରଧାନ.।

0
vlcsnap-2025-05-05-15h07m14s211

ସମଗ୍ର ଦେଶରୁ ମହିଳାମାନଙ୍କ ଉପରେ ଯେଉଁ ପ୍ରକାର ନିର୍ଯାତନା ହେଉଛି ସେଥିରୁ ସେମାନଙ୍କୁ ମୁକ୍ତ କରିବା ମୋର ଲକ୍ଷ୍ୟ, ନିକଟରେ ୱାସିଣ୍ଟନରୁ ଗ୍ଲୋବାଲ ରାକିଙ୍ଗ ରେ ସଫଳତା ହାସଲ କରିଥିବା ପୁରୀର ସମାଜ ସେବୀ ତଥା ଲେଖିକା, ସଂଗଠିକା ମାନସୀ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କୁହନ୍ତି ସମାଜରେ ବର୍ତମାନ ମହିଳାମାନଙ୍କ ଉପରେ ଯୌନ ଶୋଷମ ଓ ନିର୍ଯାତନା ବୃଦ୍ଧି ପାଉଥିବା ଯୋଙ୍ଗୁ ଏହାର ନିରାକରଣ କରିବା ନିମନ୍ତେ ସଚେତନତା ସୄଟି କରାଯିବା ଉପରେ ସେ ଗୁରୁତ୍ୱ ଆରପ କରିଥିଲେ,

ଓଡ଼ିଶାରେ ଆଦିବାସୀ ଅଞ୍ଚଳ ବାସିନ୍ଦା ମାନେ ଏବେବି ଅବହେଳିତ, ବିଭିର୍ଣ୍ଣ ସମସ୍ୟାର ସମୁଖୀନ ହେଉଛନ୍ତି ଆମ ଅନୁଷ୍ଠାନ ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ରାମପୁର ବ୍ଲକରେ ଆଦିବାସୀ ମାନଙ୍କ ମୁଖରେ ହସଫୁଟେଇବା ପାଇଁ ସଂକଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିଛି, ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ ଓ ଶୋଭାବିଳମ୍ବି କରିବା ପାଇଁ ssg ଗ୍ରୁପ ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରାଯାଇଛି, ମହିଳାମାନେ ମାଣ୍ଡିଆ ଓ କୋସଲା ଚାଷକାରୀ ଯେପରି ଅଧିକ ଅର୍ଥ ରୋଜଗାର କରିପାରିବେ ଓ ସେମାନଙ୍କୁ ଆଧୁନିକ ଯନ୍ତ୍ର ପାତି ଯୋଗାଇ ଦିଆଯିବ ଉପରେ ସେ କାର୍ଯ୍ୟ ଆରମ୍ଭ କରିଛନ୍ତି,

ମହିଳାମାନଙ୍କ ଉପରେ ହେଉଥିବା ବିଭିର୍ଣ୍ଣ ପ୍ରକାର ହିଂସା କାର୍ଯ୍ୟ କ୍ରମ ବିରୁଦ୍ଧରେ ବିଦେଶରେ ଆଲୋଚନା ଓ ସେମିନାର ମାଧ୍ୟମରେ ସଚେତନତା କରେଇଛନ୍ତି, ବିଦେଶରେ ମଧ୍ୟ ତାଙ୍କର ଏହି କାର୍ଯ୍ୟକ୍ରମ ପାଇଁ ତାଙ୍କୁ ପ୍ରଶଂସା ଓ ସନମାନ ଦେଇଛନ୍ତି। ସୁଦୂର ବଣ ପାହାଡ ଘେରା ଆୟତ ପୁରୁ ରୁ ଆସି ଆଜି ତାଙ୍କର ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ତଥା ଦେଶ ଓ ବିଦେଶରେ ବେଶ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *