July 1, 2025
Home » ସରପଞ୍ଚ ଙ୍କ ମହାନତା

ସରପଞ୍ଚ ଙ୍କ ମହାନତା

0
WhatsApp Image 2025-05-20 at 11.16.34 AM (1)

ସୁବର୍ଣ୍ଣପୁର — ମହାନତା ଦେଖାଇଲେ ସରପଞ୍ଚ l ଭତ୍ତା ବଣ୍ଟନ ବେଳେ ଭତ୍ତାଧାରୀ ଙ୍କୁ ଖାଦ୍ୟ ଓ ପାଣି ବୋତଲ ବାଣ୍ଟିଲେ ସରପଞ୍ଚ ଓ ସମାଜସେଵୀ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସପୁର ପଂଚାୟତ ରେ ଭତ୍ତା ବଣ୍ଟନ ବେଳେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ସମସ୍ତ ଭତ୍ତାଧାରୀ ଙ୍କୁ ନିଜସ୍ୱ ଖର୍ଚ୍ଚ ରେ ଶୁଖିଲା ଖାଦ୍ୟ ଓ ପାଣି ବୋତଲ ଯୋଗାଇ ମହାନତା ଦେଖାଇଲେ ସରପଞ୍ଚ ଓ ସମାଜସେବୀ ରବିନ୍ଦ୍ର ସାହୁ l ଭତ୍ତାଧାରୀ ମଧ୍ୟ୍ୟ ଦୀର୍ଘ ସମୟ ଧରି ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡୁଥିବା ବେଳେ ଶୁଖିଲାଖାଦ୍ୟ ଓ ପାଣି ବୋତଲ ପାଇ ଆଶ୍ବସ୍ତି ଅନୁଭବ କରିଛନ୍ତି l ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ବୋଲି ସରପଞ୍ଚ କହିଥିବା ବେଳେ ଭତ୍ତାଧାରୀ ଏହି କାମ ପାଇଁ ଉଭୟଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ପ୍ରୟାସ ସବୁ ପଂଚାୟତ ରେ କରାଗଲେ ଭତ୍ତାପାଇଁ ଆସୁଥିବା ବୃଦ୍ଧବୃଦ୍ଧା ଉପକୃତ ହୁଅନ୍ତେ ବୋଲି କହିଛନ୍ତି ଭତ୍ତାପାଇଁ ଆସିଥିବା l ସରପଞ୍ଚ ଙ୍କ ଏଭଳି ପ୍ରୟାସ କୁ ଜନସାଧାରଣ ରେ ଢେର ପ୍ରଶଂସା କରାଯାଇଛି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *