ରେଙ୍ଗାଲି ଡ୍ୟାମ କୂଳରେ ମାଛ ଧରିବା କୁ ଜାଇ ଡ଼ଙ୍ଗା ବୁଡ଼ି ଦୁଇ ଛୁଆ ମୃତ୍ୟୁ ମା ନିଖୋଜ

ଆଜି ତା ୨୨/୦୫/୨୦୨୫ ଦିନ ସକାଳୁ ସକାଳୁ ଦେଓଗଡ ଜିଲ୍ଲା କୁଣ୍ଢେଈଗୋଳା ଥାନା ଅନ୍ତର୍ଗତ ତଳେଇସର୍ ଗ୍ରାମ ରେଙ୍ଗାଳି ଡ୍ୟାମ ରେ ମାଛ ମାରୁଥିବା ବେଳେ ଡ଼ଙ୍ଗା ବୁଡି ଦୁଇ ଛୁଆ ମୃତ, ମା ନିଖୋଜ। ରେଙ୍ଗାଲି ଡ୍ୟାମ ରେ ଅନେକ ଧୀବର ବର୍ଷ ତମାମ ମାଛ ଧରିବା ପାଇଁ ନଦୀ ଗର୍ଭ କୁ ଯାଇଥାନ୍ତି। ଦେଓଗଡ ଜିଲ୍ଲା ର ଧୀବର ଅନେକ ଧୀବର ପରିବାର ମାଛ ଧୋରି ପେଟ ପୋଷଣ କରିଥାନ୍ତି। ନଦୀ ଗର୍ଭ ରେ ମାଛ ଧରିବା ସମୟରେ ଖିଲେଇ ଗ୍ରାମ ପଞ୍ଚାୟତ ତଲେଇଶ୍ୱର ଗ୍ରାମର ଧୀବର ପରିବାର ଦୁଇ ଛୁଆ ମୃତୁ ଓ ମା ବର୍ତ୍ତମାନ ସୁଦ୍ଧା ନିଖାଜ୍ ଅଛି। ଗାଁ ଲୋକ ଓ ଜିଲ୍ଲା NDRF ଟିମ ମିଳିତ ସହଯୋଗରେ ଖଜା ଖଜି ଚାଲିଛି।
ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୁଜ।