July 26, 2025
Home » ବିଜୁ ଜନତା ଦଳ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବିଜୁ ଜନତା ଦଳ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
WhatsApp Image 2025-06-05 at 2.21.52 PM

ବ୍ରହ୍ମପୁର: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ମହାରଣାଙ୍କ ତତ୍ତ୍ଵାବଧାନରେ ବିଜୁ ଜନତା ଦଳ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବ୍ରହ୍ମପୁର ଏମ କେ ସି ଜି ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଅଛି। ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସୁନାରି ଗଛ ୧୦୦ ଟି ବିଭିନ୍ନ ଜାଗା ମାନଙ୍କରେ ଲଗାଯାଇଥିଲା,

ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ବିଜେଡି ବରିଷ୍ଠ ସଦସ୍ୟ ଶ୍ରୀ ଭିମସେନ ଦଳେଇ, ପୂର୍ବତନ କର୍ପୋରେଟର ମମତା ବିଷୋୟୀ, ପୂର୍ବତନ କର୍ପୋରେଟର ଭିଷ୍ମାଚାର୍ଯ୍ୟ ଚୌଧୁରୀ, ପୂର୍ବତନ କର୍ପୋରେଟର ଶାନ୍ତି ଦାସ, ଲକ୍ଷ୍ମଣ ଚୌଧୁରୀ, କାହ୍ନୁଚରଣ ପାତ୍ର, ପ୍ରମୋଦ ମହାରଣା,ସୂର୍ଯ୍ୟ ପଟ୍ଟନାୟକ, କର୍ପୋରେଟର ମାନେ ଟି ତ୍ରପତି ପାତ୍ର, ଦୂର୍ଗା ଲାୟକ, ମଳୟ ବିଷୋୟୀ, ସ୍ବେତାରେଖା ତ୍ରିପାଠୀ, ଚିତ୍ରସେନ ମହାପାତ୍ର, ଜେ ଶ୍ରୀନିବାସ, ସୁନିତା ପଟ୍ଟନାୟକ, ପାର୍ବତୀ ପ୍ରଧାନ, ସୁରେନ୍ଦ୍ର ମହାରଣା, ସୋନାଲି ଗନ୍ତାୟତ, ଆରତୀ ତନ୍ତୀ କର୍ମକର୍ତ୍ତା ମାନେ ରୀତା ଜେନା, ଶାନ୍ତି ଦାସ, ଶତ୍ୟନାରାୟଣ ତ୍ରିପାଠୀ, ଦଣ୍ଡେଶ୍ରର ମିଶ୍ର, ସୁନ୍ୟଚନ୍ଦ୍ର ଦାସ, ମୁକୁନ୍ଦ ଗୌଡ଼, ବିଜୟ ଭାସ୍କର ସିଂ ସାମନ୍ତ, ମୁକୁନ୍ଦ ଗୌଡ଼,ଡି ପ୍ରସାଦ ପାତ୍ର ଶିବ ପ୍ରଧାନ, ଜିତେନ୍ଦ୍ର ପଟ୍ଟନାୟକ, ରମେଶ ମିଶ୍ର, ପ୍ରଭାକର ମହାନ୍ତି, କେ ଭେଙ୍କଟ ରେଡ୍ଡୀ, କୈଳାସ ପଟ୍ଟନାୟକ, ବଳରାମ ପାତ୍ର, ଜନାର୍ଦ୍ଦନ ପାତ୍ର, ମନୋଜ ରାଉଳ, ପଙ୍କଜ ସାବତ, ଶଙ୍କର ବେହେରା, ଜିତୁ ଦଳେଇ, କୋମଳ ପାତ୍ର, ମହେଶ୍ୱର ଦାସ, ଶ୍ରୀସ୍ ବିଷୋୟୀ ରତ୍ନଙ୍କ ସହ ସମସ୍ତ ବିଜୁ ଜନତା ଦଳ କର୍ମୀ, ମହିଳା, ଯୁବ ଛାତ୍ର ଜନତା ଦଳର ସଦସ୍ୟ, ସଦସ୍ୟା ,କର୍ପୋରେଟର ଓ ବରିଷ୍ଠ ନେତୃବୃନ୍ଦ ଆଦି ଉପସ୍ଥିତ ଥିଲେ |

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *