July 5, 2025
Home » ପୁରୀ ଥାଟରାଜା ରଣ୍ଣାର୍ନବ ଦେବଙ୍କ ପରଲୋକ

ପୁରୀ ଥାଟରାଜା ରଣ୍ଣାର୍ନବ ଦେବଙ୍କ ପରଲୋକ

0
WhatsApp Image 2025-06-16 at 6.28.15 PM

ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଙ୍କ ଭାଇ ରାଣାନବ ଦେବଙ୍କ ୬୭ ବୟସରେ ଚିକିଛା ଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି. ଗଜପତି ପରମ୍ପରା ଅନୁଯାଇ ମର ଶରୀରକୁ ପାଲିଙ୍କିରେ ନେବା ପ୍ରଥା ରହିଥିଲେ ମଧ୍ୟ ଏବେ ପାଲିଙ୍କି ନଥିବା ଓ ପାଲିଙ୍କିକୁ କାନ୍ଧେଇବା ଲୋକ ନ ଥିବା ଯୋଙ୍ଗୁ ପୂର୍ବ ପ୍ରଥା ଅନୁଯାଇ କାରଣ ମାନେ ବାଉଁଶରେ ନିର୍ମିତ ସୁସଜିତା ପାଲିଙ୍କିରେ ରାଣୀ ନର ଠାରୁ ଏକ ବିରାଟ ପଟୁଆରରେ ସ୍ୱର୍ଗ ଦ୍ଵାରକୁ ନେଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା. ଛାଟ ରାଜାଙ୍କ ପୁଅ ମୁଖାଙ୍ଗିନୀ ଦେଇଥିଲେ. ତାଙ୍କର ବିଓଗରେ ରାଜପରିବାରରେ ଶୋକର ଛାୟା ଖେଳିଯାଇଥିଲା।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *