July 27, 2025
Home » ଜରୁରୀକାଳୀନ ପରିସ୍ଥିତି ର ୫୦ ବର୍ଷ କୁ କଳାଦିବସ ଭାବରେ ପାଳନ କଲା ବିଜେପି

ଜରୁରୀକାଳୀନ ପରିସ୍ଥିତି ର ୫୦ ବର୍ଷ କୁ କଳାଦିବସ ଭାବରେ ପାଳନ କଲା ବିଜେପି

0
WhatsApp Image 2025-06-25 at 5.01.45 PM

ଧର୍ମଗଡ ଠାରେ ବିଜେପି ତରଫରୁ କଳାଦିବସ ପାଳନ କରାଯାଇଛି।୧୯୭୫ ମସିହା ଆଜିର ଦିନରେ ଭାରତରେ ତତ୍କାଳୀନ କଂଗ୍ରେସ ସରକାର ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଲାଗୁକରିଥିଲେ ଜରୁରୀକାଳୀନ ପରିସ୍ଥିତି।ଏଥିପାଇଁ ଅନେକ ଲୋକଙ୍କୁ ଜେଲ ଯିବାକୁ ପଡିଥିଲା। ଏହାସହ ଲୋକଙ୍କ ଉପରେ ଅତ୍ୟାଚାର ବଢିଥିଲା।ଏଣୁ ଜରୁରୀକାଳୀନ ପରିସ୍ଥିତି ର ୫୦ବର୍ଷ କୁ କଳାଦିବସ ଭାବରେ ପାଳନ କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୄଷ୍ଟି କରୁଛି ବିଜେପି।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *