ବ୍ୟକ୍ତିଗତ ସହାୟକ ଏବଂ ଷ୍ଟେନୋଗ୍ରାଫରମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କଟକ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରଶାସନ ଅଧିନସ୍ଥ ଅନ୍ୟାନ୍ୟ କାର୍ଯ୍ୟାଳୟର ଷ୍ଟେନୋଗ୍ରାଫର ତଥା ବ୍ୟକ୍ତିଗତ ସହାୟକ ମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋଙ୍କୁ ଭେଟି ଓ ଆର ଏସ୍ ପି (ORSP), ୨୦୧୭ ଅଧିନିୟମ ଅନୁଯାୟୀ ପଦୋନ୍ନତି ଏବଂ ବେତନ ବୃଦ୍ଧି ସମ୍ବନ୍ଧରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )