November 12, 2025
Home » ଚଲାପଥର ସମ୍ପାଦକ ଙ୍କୁ ଉତ୍କଳ ସାହିତ୍ୟ ସମାଜ ସମ୍ମାନ

ଚଲାପଥର ସମ୍ପାଦକ ଙ୍କୁ ଉତ୍କଳ ସାହିତ୍ୟ ସମାଜ ସମ୍ମାନ

0
WhatsApp Image 2025-07-29 at 7.10.36 AM

ଭୁବନେଶ୍ୱର : ଓଡ଼ିଶାର ସର୍ବ ୁରାତନ ଉତ୍କଳ ସାହିତ୍ୟ ସମାଜର ୧୨୩ତମ ଉତ୍ସବରେ ମାନ୍ୟବର ନ୍ୟାୟ ମୂର୍ତ୍ତି ବିଶ୍ୱନାଥ ରଥ,
ଅଧ୍ୟକ୍ଷ ଓଡ଼ିଶା ଆଇନ୍ କମିଶନ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ପ୍ରଫେସର ଡକ୍ଟର ନିହାର
ରଞ୍ଜନ ପଟ୍ଟନାୟକ, ଉତ୍କଳ ସାହିତ୍ୟ ସମାଜର ପ୍ରାକ୍ତନ ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, କାର୍ଯ୍ୟ ନିର୍ବାହିକା ସଦସ୍ୟା
ସରୋଜିନୀ ମିଶ୍ର, ପ୍ରଧ୍ୟାପକ ଆଦିତ୍ୟ ପ୍ରତାପ ଧଳ, ଡକ୍ଟର ସୁନାମଣି ରାଉତ ପ୍ରମୂଖଙ୍କ ଉପସ୍ଥିତିରେ ଓଡ଼ିଶାର ବରିଷ୍ଠ ସାମ୍ବାଦିକ,
କବି, ସାହିତ୍ୟିକ, ଲେଖକ, ସାହିତ୍ୟ, ସଂସ୍କୃତିର ସଂଗଠକ, ଚଲାପଥର ସମ୍ପାଦକ, ହଳଧର ଧୀରଙ୍କୁ ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ
ସଂଗଠନ ସମ୍ମାନ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ରଥ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *