December 23, 2025
Home » ବ୍ଲକ ପ୍ରଶାସନ ଦ୍ୱାରା ହର ଘର ତ୍ରିରଙ୍ଗା, ହର ଘର ସ୍ୱଛତା ଅଭିଯାନ

ବ୍ଲକ ପ୍ରଶାସନ ଦ୍ୱାରା ହର ଘର ତ୍ରିରଙ୍ଗା, ହର ଘର ସ୍ୱଛତା ଅଭିଯାନ

0
WhatsApp Image 2025-08-13 at 8.28.49 PM

l

କଣ୍ଟାମାଳ ବ୍ଲକ ପ୍ରଶାସନ ଦ୍ୱାରା ହର ଘର ତ୍ରିରଙ୍ଗା ହରଘର ସ୍ୱଛତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି l ଦେବାଳୟ ଓ ଐତିହ ପୀଠ ଗୁଡିକୁ ସର୍ବଦା ସ୍ୱଚ୍ଛ ସୁନ୍ଦର ରଖିବାକୁ କଣ୍ଟାମାଳ ବ୍ଲକ ପ୍ରଶାସନ ଐତିହ ପୀଠ ରାମ ମନ୍ଦିର, ଶିବମନ୍ଦିର, ଶନିମନ୍ଦିର ଓ ହନୁମାନ ମନ୍ଦିର ପୀଠ ରେ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl ଏହି ସଫେଇ କାର୍ଯ୍ୟ କ୍ରମରେ ବିଡ଼ିଓ ଶ୍ରୀମତୀ ସାମୀ ରେଡ୍ଡୀ ଜୟଶ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂଜୟ ମହନ୍ତ,ସହକାରୀ ଯନ୍ତ୍ରୀ ଶିଶିର ଦାସ, କନିଷ୍ଠ ଯନ୍ତ୍ରୀ ସୁଭାଶିଷ ରଥ, ସନ୍ତୋଷ ପଣ୍ଡା, କିରନ ମାଝି, ବବୁନ ରାଉତ, କାଂହୁ ଚରଣ ସ୍ବାଇଁ ,ଏପିଓ ସଂଜିତ ମିଶ୍ର,ସିପି ସୁବ୍ରତ ମିଶ୍ର, ଓଏଲଏମ ଅଧିକାରୀ ଅଜୟ ପ୍ରଧାନ, ବିଆରସି ଅର୍ଜୁନ ଦାସ, ସ୍ବେଛାଗ୍ରାହୀ ଶ୍ରୀହରି ବାଗ,କଣ୍ଟାମାଳଓ ଖଲିଆ ପାଲି ପଂଚାୟତର ଏମବିକେ, ସିଆରପି, ଅଙ୍ଗନବାଡି କର୍ମୀ ଙ୍କ ସମେତ ଶତାଧିକ ସ୍ବେଛାସେବୀ ଯୋଗଦେଇ ସଫେଇ କାର୍ଯ୍ୟକ୍ରମ କରିଥିଲେ ଓ ସମଗ୍ର ବ୍ଲକ କୁ ହର ଘର ତ୍ରିରଙ୍ଗା, ହର ଘର ସ୍ଵଚ୍ଛତା ସଚେତନତା ବାର୍ତ୍ତା ପହଞ୍ଚାଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *