December 27, 2025
Home »  ବିଜେଡି ରାଜ୍ଯ ମହିଳା ସଭାନେତ୍ରୀ ଙ୍କୁ ଜନପ୍ରତିନିଧି ଙ୍କ ସମ୍ବର୍ଦ୍ଧନା

 ବିଜେଡି ରାଜ୍ଯ ମହିଳା ସଭାନେତ୍ରୀ ଙ୍କୁ ଜନପ୍ରତିନିଧି ଙ୍କ ସମ୍ବର୍ଦ୍ଧନା

0
WhatsApp Image 2025-09-11 at 4.39.54 PM

ଭେଡେନ:ଭେଡେନ ବ୍ଲକ୍ ର ନିର୍ବାଚିତ ଜନପ୍ରତି ନିଧି ମଣ୍ଡଳୀ ଙ୍କ ତରଫରୁ ନବନିୟୁକ୍ତ ବିଜୁମହିଳା ଜନତା ଦଳ ର ରାଜ୍ଯ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ତାଙ୍କ ବାସଭବନ ରେ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।।ଜନପ୍ରତି ନିଧିମାନେ ଫୁଲତୋଡା,ଶାଢୀ,ଉପଢୌକନ ଆଦି ପ୍ରଦାନ କରି ନେତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।।ଭେଡେନ ବ୍ଲକ ଅଧ୍ଯକ୍ଷା ଶ୍ରୀମତୀ ସୁପ୍ରଭା ମହାଲିଙ୍ଗ,ଉପାଧ୍ଯକ୍ଷ ଡୋଳାମଣି ଖେତି,ସମିତି ସଭ୍ଯ ଜୋତିର୍ମୟୀ ସାହୁ,ଲକ୍ଷ୍ମୀଭୁଏ,ସୁଧାଞଳୀ ମେହେର,ତୁଷବନ୍ତ ବହେରା,ଅଶୋକ ଉର୍ମା,ରିଙ୍କି ସେଠ୍,ପ୍ରଦ୍ଯୁତ ତ୍ରିପାଠୀ,ଆନନ୍ଦ କର୍ମି,ମନ୍ଦାକିନୀ କର୍ଣ୍ଣ,ମମତା ବାଘ ପ୍ରମୁଖ ଯୋଗଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

।ସେହିପରି ସରପଞ୍ଚ ସଂଘ ଆନୁକୁଲ୍ଯ ରେ ସରପଞ୍ଚ ସୁରେନ୍ଦ୍ର କର୍ମି, ଅକ୍ଷୟ ନାଏକ,ଅନୁସୟା ବାରିକ,ସୀମା ମେହେର,ନିରୁପମା ହୋତା, ଜୟନ୍ତୀ ସେଠ,ଷନ୍ତୋସୀନୀ ଦାଶ ପ୍ରମୁଖ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।।ସେହିଭଳି ଜିଲ୍ଲାପରିଷଦ ସଭ୍ଯା ଭେଡେନ ଜୋନଂ,୧ ପଦ୍ମିନୀ ଗଡତିଆ,ଜୋନଂନଂ୨ସତ୍ଯଜିତ ପୁରୋହିତ ଜୋନଂନଂ୩ପିଙ୍କି ବଢେଇ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ ।

।ସେହିଭଳି ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ଯାଙ୍କ୍ ସଭାପତି ନରେନ୍ଦ୍ର ପଧାନ,ଭେଡେନ୍ ବ୍ଲକ ସଭାପତି ହରି ଶଙ୍କର ବେହେରା ,ଆର୍ ଏମ୍,ସି ଉପାଧ୍ଯକ୍ଷ ସୁବାସ ହୋତା,ସଭ୍ଯ ମଣ୍ଟୁ ପଣ୍ଡା,ବଳରାମ ଛନ୍ଦ,ଉର୍କୁଲୁ ସାହୁ ,ଗଣେଷ ସାହୁ ପ୍ରମୁଖ ସମ୍ବର୍ଦ୍ଧନା ଜଣାଇଥେଲେ ପରିଶେଷ ରେ ରାଜ୍ଯ ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଂଗିନୀ ଛୁରୀଆ ଏ ଭବ୍ଯସମ୍ବର୍ଦ୍ଧନା ପାଇଁ ସମସ୍ତ ଙ୍କୁ ଧନ୍ଯବାଦ ଦେଇଥିଲେ ।।

ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଇପିଏ ରୁ ହରିଶଙ୍କର ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *