February 10, 2026
Home » ଶବ ନେବା ପାଇଁ ହଇରାଣ : ରାସ୍ତା ନ ଥିବାରୁ ଶବ କୁ ନେଲେ ମୋଟରସାଇକେଲ ରେ

ଶବ ନେବା ପାଇଁ ହଇରାଣ : ରାସ୍ତା ନ ଥିବାରୁ ଶବ କୁ ନେଲେ ମୋଟରସାଇକେଲ ରେ

0
WhatsApp Image 2025-10-24 at 1.10.50 PM

ସୁବର୍ଣ୍ଣପୁର:  ଦେଶ ସ୍ୱାଧୀନ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ରାସ୍ତା ଟିଏ ନାହିଁ lରାସ୍ତା ନଥିବାରୁ 6 କିଲୋମିଟର ବାଟ ମୋଟରସାଇକେଲ ରେ ବୁହା ହେଲା ଶବ। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ଗ୍ରାମ ପଞ୍ଚାୟତ କାଚପାଜୁ ଗ୍ରାମରେ। ଗ୍ରାମର ଦୂତିଆ ବେହେରା ଙ୍କ ପତ୍ନୀ ସୁନାମତି ବେହେରା ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୃତ ଶରୀର କୁ ମହାପ୍ରୟାଣ ଗାଡ଼ି ରେ ଅଧା ବାଟ ଯାଏ ନିଆଯାଇଥିଲା। ହେଲେ ପରେ ରାସ୍ତା ନଥିବାରୁ ଯାଇ ପାରିନଥିଲା ଗାଡ଼ି। ଫଳରେ ମୋଟରସାଇକେଲ ରେ ବଳକା 6 କିମି ବାଟ ବୋହି ନେଇଥିଲେ l ଏଭଳି ଅବସ୍ଥା ବୌଦ୍ଧ ଜିଲ୍ଲା ର ଅନେକ ଅଞ୍ଚଳ ରେ ରହିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *