November 12, 2025
Home » ମାର୍ଗଶିର ମାସ ଗୁରୁବାର ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ମାର୍ଗଶିର ମାସ ଗୁରୁବାର ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

0
WhatsApp Image 2025-11-06 at 3.36.41 PM

ପୁରୀ: ମାର୍ଗଶିର ମାସର ପହିଲି ମାଣବସା ଗୁରୁବାର ରେ ଘରେଘରେ ମାଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରତିଉଷରୁ ମହିଳାମାନେ ସୁଧ ପୁତ ଭାବେ ସ୍ନାନ କରି ମାଲକ୍ଷ୍ମଙ୍କ ପୂଜା ଅର୍ଚନା କରିବା ସହ ଲକ୍ଷ୍ମୀ ପୁରାଣ ପାଠ କରିଥିଲେ। ପ୍ରଥମ ପାଳି ଅଲାଗି ପାଳି ହୋଇଥିବାରୁ ଦ୍ୱତୀୟ ପାଳିରେ ମାଣ ବସାଯାଇଥାଏ. ଶ୍ରୀମନ୍ଦିର ବେଢା ମଧ୍ୟରେ ଥିବା ମାଲକ୍ଷ୍ମୀ ଙ୍କମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିବାର ଦେଖିବାକୁ ମିଳିଥିଲା।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *