December 28, 2025
Home » ଦୋକାନରେ ଅଗ୍ନି କାଣ୍ଡ ଜଳିଗଲା ସବୁ କିଛି

ଦୋକାନରେ ଅଗ୍ନି କାଣ୍ଡ ଜଳିଗଲା ସବୁ କିଛି

0
WhatsApp Image 2025-11-14 at 2.52.20 PM

 

ପାରାଦ୍ୱୀପ  : ପାରାଦୀପ ଅଠରବାଙ୍କୀର ମାର୍କେଟ କମ୍ପ୍ଲେକ୍ସରେ ରାତି ୯ ଘଟିକାରେ ସମୟରେ ଉପର ମହଲରେ ଥିବା ମୋଟର ସ୍ପାର୍ଟସ ଦୋକାନରେ ନିଆଁ ଲାଗିଯାଇଥିଲା | ଖବର ପାଇ ନିଆଁ ଲଗା ଘଟଣା ସ୍ଥଳରେ ପାରାଦ୍ଵୀପ ପୋର୍ଟ ଓ କୁଜଙ୍ଗର ୫ଟି ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲେ | ନିଆଁକୁ ଆୟତ କରିଥିଲେ ମଧ୍ୟ ଦୋକାନରେ ଥିବା ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଛି | ଦୋକାନର ମାଲିକ ଦିଲ୍ଲୀପ ଲେଙ୍କା ବୋଲି ସୂଚନା ମିଳିଥିବା ବେଳେ ସର୍ଟ ସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଚି ଏହାର ସଠିକ କାରଣ ଜଣା ପଡିନାହିଁ | ଏହି ନିଆଁ କୁ ଫାୟାର inspector parsuram, Asi Dubey, krishna bisoi, Tripathi padhi, M suresh, M marvi DCPO Bijaniya ପ୍ରମୁଖ ଲିଭାଇବାରେ ସହଯୋଗ କରିଥିଲେ

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *