November 28, 2025
Home » ବାଲୁକା ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ଶ୍ରଦ୍ଧାଞ୍ଜଳି

ବାଲୁକା ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ଶ୍ରଦ୍ଧାଞ୍ଜଳି

0
WhatsApp Image 2025-11-25 at 3.58.05 PM (1)

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ପ୍ରସିଦ୍ଧ ସିନେ କଳାକାର ଶ୍ରୀ ଦର୍ମେଦ୍ର ଙ୍କୁ ବାଲୁକା ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି | ଏହି ବାଲୁକା ଆନିମେସନ ପୁରୀ ରେ ଥିବା ତାଙ୍କ ସ୍ୟାଣ୍ଡ ଆନିମେସନ ସ୍ଟୁଡ଼ିଓ ରେ ପ୍ରସ୍ତୁତ କରାଯାଇଛି | ଏହି ବାଲୁକା ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବା କୁ ମାନସ ସାହୁ ଙ୍କୁ 2 ଘଣ୍ଟା ସମୟ ଲାଗିଥିଲା| ଏଥିରେ ସେ ପ୍ରସିଦ୍ଧ ସିନେ କଳାକାର ଦର୍ମେନ୍ଦ୍ର ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି| ଏଥିରେ ସେ Tribute to Dharamji and Icon of generation ra ବାର୍ତ୍ତା ଦେଇଛନ୍ତି|

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *