December 21, 2025
Home » ଏଡ଼ସ ସମସ୍ୟା ନୁହେଁ,ସଚେତନତା ଅlବଶ୍ୟକ

ଏଡ଼ସ ସମସ୍ୟା ନୁହେଁ,ସଚେତନତା ଅlବଶ୍ୟକ

0
WhatsApp Image 2025-12-04 at 8.35.08 PM

ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ବିଶ୍ବ ଏଡ୍ସ ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ ସଂଯୋଜକ ପ୍ରାଧ୍ୟାପକ ଡ. ବଳରାମ ଦାଶଙ୍କ ଅଧ୍ୟକ୍ଷତାରେ ବିଶ୍ବ ଏଡ୍ସ ଦିବସ ଅନୁଷ୍ଠିତ ହୋଇଯାଇଅଛି l ସେ ସ୍ବାଗତ ଭାଷଣରେ କହିଲେ, ଏଡ୍ସ ଆମପାଇଁ ସମସ୍ୟା ବୋଲି ଚିନ୍ତା ନକରି ଏହାର ଉପଶମ ପାଈଁ ସଚେତନତା ଦରକାର l ଯୁବପୀଢ଼ି ଏଥିପାଇଁ ମାର୍ଗଦର୍ଶନ ଦେବା ଆବଶ୍ୟକ l କାର୍ଯ୍ୟକ୍ରମ କୁ ଉଦଘାଟନ କରି ଅଧ୍ୟକ୍ଷl,ମୁଖ୍ୟ ଅତିଥି ଡ଼. ମିରlରlଣୀ ଖଣ୍ଡୁଆଳ ଏଡ୍ସ ସଚେତନତା ସମର୍କରେ ଅବଗତ କରିଥିଲେ l ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ ଡ଼. କମଳlକାନ୍ତ ମିଶ୍ର, ସମ୍ମାନିତ ଅତିଥି ରୁପେ ଅଧ୍ୟାପକ ଦୟାନିଧି ପଣ୍ଡା, ଅଧ୍ୟାପକ ଡ.ଶ୍ରୀନିବାସ ସାହୁ ଯୋଗଦେଇ ଏଡ୍ସ ରୋଗର କାରଣ, ନିରାକରଣ ଓ ସତର୍କତା ସହ ସଂକ୍ରମଣ ରକ୍ଷlପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରି ସଚେତନପାଈଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ l ସକାଳେ ଧାଡିରେ ପିଲାମାନେ ରାସ୍ତାରେ ପୋଷ୍ଟର ଧରି ସ୍ଲୋଗାନ ଦେଇ ସତର୍କ କରିଥିଲେ l ଧନ୍ୟବାଦ ଦେଇଥିଲେ ବିକାଶ ସାମନ୍ତରାୟ l

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *