February 3, 2026
Home » ରାଷ୍ଟ୍ରପତିଙ୍କ ପାଇଁ ତୀର୍ଥ ପୁଷ୍କରିଣୀ ସେତଗଙ୍ଗା ସଜେଇ ହୋଇଛି।

ରାଷ୍ଟ୍ରପତିଙ୍କ ପାଇଁ ତୀର୍ଥ ପୁଷ୍କରିଣୀ ସେତଗଙ୍ଗା ସଜେଇ ହୋଇଛି।

0
Screenshot 2026-02-02 132819

 

ପୁରୀ: ପ୍ରସିଦ୍ଧ ତୀର୍ଥ ପୁଷ୍କରିଣୀ ସେତଗଙ୍ଗାରେ ମହାମହିମ ରାଷ୍ଟ୍ରପତି ଚାରି ତାରିଖ ଦିନ ପ୍ରତିଉଷରେ ତାଙ୍କର ପିତୃପୁରୁଷଙ୍କ ଉଦେଶ୍ୟରେ ପିଣ୍ଡ ଦାନ କରିବାର କାର୍ଯ୍ୟକ୍ରମ ଥିବା ଯୋଙ୍ଗୁ ତୀର୍ଥ ପୁଷ୍କରିଣୀ ସେତଗଙ୍ଗା ସମ୍ପୂର୍ଣ ସଜେଇ ହୋଇ ରହିଛି। ସେତଗଙ୍ଗାରେ ମହାମହିମ ରାଷ୍ଟ୍ରପତି କିପରି ସୁଚାରୁ ରୂପେ ପିଣ୍ଡ ଦାନ କରିପାରିବେ ସେଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପିଣ୍ଡ ଦାନ କରିବା ପରେ ମହାମହିମ ରାଷ୍ଟ୍ରପତି ଶ୍ରୀମଦିର କୁ ଯାଇ ଶ୍ରୀ ଜୀଉ ମାନଙ୍କର ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *