ମାର୍କେଟ ବିଲଡିଂ ବ୍ୟବସାୟୀ ସଙ୍ଘର ନୂତନ କର୍ମକର୍ତ୍ତା
ଭୁବନେଶ୍ୱର : ୟୁନିଟ -2 ସ୍ଥିତ ମାର୍କେଟ ବିଲଡିଂ,ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ସଭାପତି ଭାବେ ପୁନର୍ବାର ପଦ୍ୟୁମ୍ନ ଜେନା ମନୋନୀତ ହୋଇଥିବାବେଳେ ଉପସଭାପତି ରଂଜିତ କୁମାର ମହାନ୍ତି, ସମ୍ପାଦକ ଅଜିତ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ଲଲାଟେନ୍ଦୁ ପାତ୍ର ନିର୍ବାଚିତ ହୋଇଛନ୍ତି l ସେହିପରି କୋଷାଦକ୍ଷ କୁମାର ଦୀପକ ନରୁଲା ମନୋନୀତ ହୋଇଥିବାବେଳେ ଆସୋସିଏସନର ସଭାପତି ଶ୍ରୀ ଜେନା ସୂଚନା ଦେଇଛନ୍ତି l
