March 28, 2026
Home » ଶତାଧିକ ଯୁବକ ବିଜେପି ଦଳରେ ସାମିଲ ହେଲେ

ଶତାଧିକ ଯୁବକ ବିଜେପି ଦଳରେ ସାମିଲ ହେଲେ

0
WhatsApp Image 2026-03-28 at 1.05.45 PM

ବ୍ରହ୍ମପୁର , ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକଳାପ ରେ ଅନୁପ୍ରାଣିତ ହୋଇ ତଥା ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟଧାରା ରେ ଉପକୃତ ହୋଇ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୧୭ ର ଶତାଧିକ ଯୁବକ ମାନ୍ୟବର ବିଧାୟକ ଶ୍ରୀ କେ ଅନିଲ କୁମାର ଙ୍କ ନେତୃତ୍ଵରେ ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ବିଧାୟକ ଙ୍କ କାର୍ଯ୍ୟାଳୟ ଠାରେ ବିଧାୟକ ଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିର ଉପଢୌକନ ପକାଇ ଦଳ ରେ ସାମିଲ ହୋଇ ଥିଲେ। ଏଥିରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ ପଚାଶ ରୁ ଅଧିକ ଯୁବକ ତଥା ୧୭ ନମ୍ବର ୱାର୍ଡର କଂଗ୍ରେସ ର ପୂର୍ବତନ କର୍ପୋରେଟର ପାର୍ଥୀ କେ ରବି କୁମାର ଙ୍କ ଶତାଧିକ ଯୁବକ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବ ରେ ସମାଜସେବୀ କେ ରବି, ବିଧାୟକ ପ୍ରତିନିଧି ଅଶୋକ କୁମାର ଶୁକ୍ଳ, ପ୍ରଦୀପ ନାୟକ, ଶିବ ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ

 

brahmpur ru narasingh dakua nka report

Leave a Reply

Your email address will not be published. Required fields are marked *