April 2, 2026
Home » ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଳା ହେଲେ ସୁବର୍ଣ୍ଣପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ l

ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଳା ହେଲେ ସୁବର୍ଣ୍ଣପୁର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ l

0
WhatsApp Image 2026-04-01 at 1.29.35 PM (1)

ସୁବର୍ଣ୍ଣପୁର — ରାଜ୍ୟ ରେ ବିଜେପି ସରକାର ଆସିବା ପରେ ଜିଲ୍ଲା ଯୋଜନା ବୋର୍ଡ କମିଟି ର ଅଧ୍ୟକ୍ଷ ପଦ ଖାଲି ପଡିଥିଲା l ସରକାର ଗଠନ ହେବାର ଦୀର୍ଘ ଦୁଇ ବର୍ଷ ପାଖାପାଖି ହେବ ଏହି କମିଟି ଗଠନ ହୋଇପାରୁନଥିଲା l ଦୀର୍ଘ ଦିନର ଅପେକ୍ଷା ପରେ  ରାଜ୍ୟ ସରକାର ତିରିଶ ଜିଲ୍ଲା ପାଇଁ ଜିଲ୍ଲା ଯୋଜନା କମିଟି ର ଦାୟିତ୍ୱ ନେତା ମାନଙ୍କୁ ଦିଆଯାଇଛି l ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଯୋଜନା କମିଟି ରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଳା ଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର l ଏ ନେଇ ଆଜି ବିଧିବଦ୍ଧ ଭାବେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *