April 14, 2026
Screenshot 2026-04-14 172140

ଆଜି ସାରା ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତି ଖୁବ୍ ଧୁମ୍ ଧାମ ରେ ପାଳନ କରାଯାଇଛି। ଏଥି ସହିତ ଆମ ପରମ୍ପରା ଅନୁଯାୟୀ ଆଜିର ଦିନକୁ ମଧ୍ୟ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଛି।ଏହି ଅବସରରେ ଆଜିଠାରୁ ନୂତନ ପାଞ୍ଜିଆ ମଧ୍ୟ ଆରଂଭ ହୋଇଚି। ତେବେ ଆଗାମୀ ଦିନ ରେ କିଭଳି ଆମ ଦେଶ ଦୁନିଆ ଏବଂ ଓଡ଼ିଶା ପାଇଁ କଣ ରହିବ ପ୍ରଭାବ ସେ ନେଇ ସମ୍ପୂର୍ଣ ସୂଚନା ନୂତନ ପଞ୍ଜିକାରେ ସୂଚନା ଦିଆଯାଇଛି। ତେବେ ଆଗାମୀ ଦିନରେ ସାରା ବିଶ୍ଵ ରେ କିଭଳି ପରିସ୍ଥିତ ରହିବ, ଭାରତ ର ସ୍ଥିତି କଣ ରହିବ, ଓଡ଼ିଶାର ସ୍ଥିତି କଣ ରହିବ, କୃଷି, ଆର୍ଥିକ ଅଭିବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟୟ ର କଣ ପ୍ରଭାବ ରହିବ ସେ ନେଇ ନୂତନ ପଞ୍ଜିକାରେ ସବିଶେଷ ସୂଚନା ଦିଆଯାଇଛି।

 

puri soubhagya pattanyak nka report

Leave a Reply

Your email address will not be published. Required fields are marked *