ଚାଷୀ ଝିଅ ହେଲେ ବୌଦ୍ଧ ଜିଲ୍ଲା ବିଜେପି ମହିଳା ସଭା ନେତ୍ରୀ l
ସୁବର୍ଣ୍ଣପୁର: ବି ଜେ ପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ.ଐଶ୍ଵର୍ଯ୍ୟା ବିଶ୍ଵାଳ ବୌଦ୍ଧ ଜିଲ୍ଳା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ପୁରୁଣାକଟକ ର ଚାଷୀ ଝିଅ ଶ୍ରୀମତୀ ଶାନ୍ତିଲତା ମହାକୁଡ ଙ୍କୁ ଚୟନ କରି ଜିଲ୍ଲା ର ସମସ୍ତ SHG, ଛତ୍ରପତି, MBK, ଆଶା, ଅଙ୍ଗନୱାଡ଼ି ଙ୍କୁ ସଂଗଠିତ କରିବା ପାଇଁ ଦାୟିତ୍ଵ ଅର୍ପଣ କରିଛନ୍ତି l ଯାହା ଦ୍ଵାରା ଜିଲ୍ଲାର ମହିଳା ବିଭାଗ ସୁଦ୍ରୁଢ଼ ହୋଇ ପାରିବ ବୋଲି ଆଶା ଓ ବିଶ୍ୱାସ l ଚାଷୀ ଝିଅ ଙ୍କୁ ଯୋଗ୍ୟ ପଦବୀ ଓ ଦାୟିତ୍ଵ ଦିଆଯାଇ ଥିବାରୁ ଅନେକ ଶୁଭେଛୁ ଙ୍କର ଶୁଭେଛା ଓ ଆଶୀର୍ବାଦ ର ସୁଅ ଛୁଟୁଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
