May 31, 2026
Home » ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

0
WhatsApp Image 2026-05-31 at 3.22.55 PM

ନିମାପଡ଼ା : ସ୍ଥାନୀୟ ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ ତମାଖୁ ଓ ଯୁବ ପୀଢ଼ି ଉପରେ ଏହାର ପ୍ରଭାବ ବକ୍ତବ୍ୟ ଦେବାସହ ଆଜିର ଦିନରେ ତମାଖୁ କିପରି ଫୁସଫୁସ୍ କର୍କଟ ପାଇଁ ମୁଖ୍ୟ କାରଣ ସାଜିଛି ଆଲୋକ ପାତ କରିଥିଲେ। ପରେ ପରେ କ୍ୟାଡେଟ୍ ଙ୍କ ମଧ୍ୟରେ ରାଲୀ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯକ୍ରମରେ ୩୫ ରୁ ଉର୍ଦ୍ଧ୍ବ କ୍ୟାଡେଟ୍ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *