June 2, 2026
Home » ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ ବରଗଡ଼ ଗସ୍ତ

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ ବରଗଡ଼ ଗସ୍ତ

0
WhatsApp Image 2026-06-01 at 9.20.03 PM

 

ବରଗଡ଼,: ବରଗଡ଼ ଜିଲ୍ଲାର କେତେକ କେନ୍ଦ୍ରରେ ନିମ୍ନମାନର ପୋକ ବାହାରୁଥିବା ଛତୁଆ ବଣ୍ଟନ ହେଉଥିବା ଅଭିଯୋଗ ଅନୁଯାଇ ଓଏସସିପିସିଆର ଠାରେ ରୁଜୁ ହୋଇଥିବା କେସ୍ ନଂ–୯୨/୨୦୨୬ର ତଦନ୍ତ ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଶ୍ରୀମତୀ କଳ୍ପନା ଲେଙ୍କା ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି କେତେକ ଅଙ୍ଗନୱାଡ଼ି ଓ ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବା ସହ ଛତୁଆର ମାନ ଯାଞ୍ଚ କରିଛନ୍ତି ।

ଅଭିଯୋଗ ଅନୁଯାଇ ଶ୍ରୀମତୀ ଲେଙ୍କା ବରଗଡ଼ ପୌରାଞ୍ଚଳର ୱାର୍ଡ ନଂ–୧୫, ଗୋବିନ୍ଦପାଲି ସ୍ଥିତ ସୂର୍ଯ୍ୟମୁଖୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଛତୁଆ ପ୍ରସ୍ତୁତି କେନ୍ଦ୍ର, ପ୍ରିୟଦର୍ଶିନୀ ଛତୁଆ କେନ୍ଦ୍ର ଏବଂ ମାଷ୍ଟରଟିକ୍ରା ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ଛତୁଆର ଗୁଣବତ୍ତା, ସଂରକ୍ଷଣ ବ୍ୟବସ୍ଥା ଓ ବଣ୍ଟନ ପ୍ରକ୍ରିୟାର ସମୀକ୍ଷା କରିବ…

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *