ଭିଜିଲାନସ୍ ଜାଲରେଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟ ମନେରେଗା ଆସିଷ୍ଟାଣ୍ଡ ପ୍ରୋଗ୍ରାମ ଅଧିକାରୀ ପ୍ରିୟଙ୍କା ଜେନା
୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ…
କଳାହାଣ୍ଡି ଭବାନୀପାଟଣା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟ ମନେରେଗା ଆସିଷ୍ଟାଣ୍ଡ ପ୍ରୋଗ୍ରାମ ଅଧିକାରୀ ପ୍ରିୟଙ୍କା ଜେନା ଇରୀଗେସନ କଲୋନୀ ଛକ ନିକଟରେ ବନ୍ଧ କାର୍ଯ୍ୟ ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ।


ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରୀ।ଫାର୍ମ ପଣ୍ଡ କାମରେ ବିଲ୍ କରାଇ ଦେବା ନେଇ ଜଣେ ହିତାଧିକାରୀଙ୍କ ଠାରୁ ଭବାନୀପାଟଣା ଇରିଗେସନ କଲୋନୀ ଛକ ନିକଟରେ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏ ନେଇ ଭିଜିଲାନ୍ସ ବିଭାଗ ଅଧିକ ସୂଚନା ପାଇଁ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
