May 9, 2025
Home » ସାରଳା ପୀଠରେ ମହାଷ୍ଟମୀ ରେ ଲକ୍ଷାଧିକ ଭକ୍ତ ସମାବେଶ

ସାରଳା ପୀଠରେ ମହାଷ୍ଟମୀ ରେ ଲକ୍ଷାଧିକ ଭକ୍ତ ସମାବେଶ

0
WhatsApp Image 2024-10-11 at 6.21.00 AM

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ମା ସରଳା ଙ୍କ ପୀଠରେ ସାରଦିୟ ପାର୍ବଣ ପୂଜା 24ତାରିଖ ଠାରୁ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ଗତକାଲି ମହାଷ୍ଟମୀ ଦିନ ପଯ୍ୟନ୍ତ ମହା ସମାରୋହ ରେ ପାଳିତ ହୋଇଛି, ବହୁ ଦୂରଦୂରାନ୍ତ ରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆସି ମା ଙ୍କ ଦର୍ଶନ ଲାଗି ପ୍ରବଳ ଭିଡ଼ କରିଥିବା ଦେଖିବାକୁ ମିଳିଥିଲା, ଏହିଦିନ ମା ନିଜ ସନ୍ତାନ ମାନଙ୍କ ହାତରୁ ଭୋଗ ଗ୍ରହଣ କରି ଥାନ୍ତି, ଭକ୍ତ ମାନେ ନୂଆ ଧାନର ଚୁଡା ଆଣି ମାଙ୍କ ପାଖରେ ଭୋଗ ଲଗାଇ ଥାନ୍ତି, ମାଙ୍କ ନିତି କାନ୍ତି ଦିନ ତମାମ ଚାଲିଥାଏ, ସାନ୍ଧ୍ୟରେ ମା ମହିଷା ମର୍ଦିନୀ ବେଶରେ ଭକ୍ତ ମାନ ଙ୍କୁ ଦର୍ଶନ ଦେଇ ଥାନ୍ତି, l ପ୍ରବଳ ଭିଡକୁ ଆଖି ଆଗରେ ରାଖୀ ମନ୍ଦିର ପ୍ରଶାସନ ଓ ତିର୍ତୋଲ ଆରଖି ତରଫରୁ ବିଶେଷ ଶାନ୍ତି ଶୃଙ୍ଖଳା ଵେବସ୍ଥା କରାଯାଇ ଥିବା ଦେଖା ଯାଇ ଥିଲା,

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ

Leave a Reply

Your email address will not be published. Required fields are marked *