May 9, 2025
Home » ଅଭାବନୀୟ ଘଟଣା…. ନର୍ଲା ରେ ନଦୀକୁ ଗାଧେଇବା କୁ ଯାଇ ଦୁଇ ମୃତ।

ଅଭାବନୀୟ ଘଟଣା…. ନର୍ଲା ରେ ନଦୀକୁ ଗାଧେଇବା କୁ ଯାଇ ଦୁଇ ମୃତ।

0
WhatsApp Image 2024-10-15 at 1.46.18 PM (1)

ଏକ ଅଭାବନୀୟ ଘଟଣା କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବିଲାଟ ଗ୍ରାମ ଦୁଇ ଜଣ ବାଳିକା ନେନା ଦୁର୍ଗା (୧୯), ରିଙ୍କି ହରିଜନ (୧୬) ନିକଟସ୍ଥ ସାନ୍ଦୁଲ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଯାଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି।ଖବର ପାଇ ନର୍ଲା ପୋଲିସ ଓ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ପହଞ୍ଚି ମୃତ ଶରୀରକୁ ଜବତ କରି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *