July 1, 2026
Home » ମହାପ୍ରଭୁ ଅଲାରନାଥଙ୍କ ଦିବ୍ୟ ମଙ୍ଗଳ ଆରତୀ ଦର୍ଶନ

ମହାପ୍ରଭୁ ଅଲାରନାଥଙ୍କ ଦିବ୍ୟ ମଙ୍ଗଳ ଆରତୀ ଦର୍ଶନ

0
Screenshot 2026-07-01 152512

🙏
ଆଜି ପ୍ରଭାତର ଏହି ପବିତ୍ର ବେଳାରେ ମହାପ୍ରଭୁ ଅଲାରନାଥଙ୍କ ଦିବ୍ୟ ମଙ୍ଗଳ ଆରତୀ ଦର୍ଶନ କରି ମନ, ପ୍ରାଣ ଓ ଆତ୍ମା ପରମ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଏ।ମହାପ୍ରଭୁଙ୍କ ଦିବ୍ୟ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସୁସ୍ଥତା ଓ ସମୃଦ୍ଧି ଆଣୁ। ତାଙ୍କର ଅସୀମ କରୁଣା ସଦା ସର୍ବଦା ସମସ୍ତ ଭକ୍ତଙ୍କ ଉପରେ ବର୍ଷିତ ହେଉ।
ଜୟ ମହାପ୍ରଭୁ ଅଲାରନାଥ।
ଜୟ ଜଗନ୍ନାଥ। 🙏

Leave a Reply

Your email address will not be published. Required fields are marked *