July 1, 2025
Home » ତାଇକଣ୍ଡୁ ଆସୋସିଏସନ୍ ଅଫ ବ୍ରହ୍ମପୁର ଦ୍ଵାରା ସାନବଜାର ସ୍ଥିତ ଟାବ୍ କାଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ

ତାଇକଣ୍ଡୁ ଆସୋସିଏସନ୍ ଅଫ ବ୍ରହ୍ମପୁର ଦ୍ଵାରା ସାନବଜାର ସ୍ଥିତ ଟାବ୍ କାଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ

0
WhatsApp Image 2024-10-22 at 3.12.21 PM

ତାଇକଣ୍ଡୁ ଆସୋସିଏସନ୍ ଅଫ ବ୍ରହ୍ମପୁର ଦ୍ଵାରା ସାନବଜାର ସ୍ଥିତ ଟାବ୍ କାଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇ ଅଛି, ଓଡ଼ିଶା ସରକାରଙ୍କ ଦ୍ଵାରା ପୁରୀ ଠାରେ ଅନୁଷ୍ଟିତ ହୋଇଥିବା ରାଜ୍ୟ ସ୍ତରୀୟ ତାଏକଣ୍ଡୁ ଚାମ୍ପିଅନ ସିପ୍ ରେ ପଦକ ହାସଲ କରିଥିବା । ରୁଦ୍ର ନାରାୟଣ ସାହୁ(ରୌପ୍ୟ ପଦକ), ଇତିଶ୍ରୀ ଦାସ(କାଂସ୍ୟ ପଦକ), ଆଦ୍ୟାଶ କିରନ୍(ସ୍ଵର୍ଣ୍ଣ ପଦକ), ସ୍ପିତିରାଣି ପାତ୍ର(ସ୍ଵର୍ଣ୍ଣ ପଦକ) ରାଜ୍ୟ ସ୍ତରୀୟ ତାଇକଣ୍ଡୁ ଚାମ୍ପିୟନସିପ ରେ ପଦକ ହାସଲ କରିଛନ୍ତି।


ତତ୍ ସହିତ କେ. କୀର୍ତ୍ତିମୟୀ ରେଡ୍ଡୀ, ଏବଂ ଶେଖର ଚୌଧୁରୀ କାଂସ୍ୟ ପଦକ ହାସଲ କରିଥିବା ICESE ସ୍କୁଲ ନେସନାଲ ତାଇକଣ୍ଡୁ ଚାମ୍ପିୟନସିପରେ ଏବଂ ସଞ୍ଜୀବନ ସାମନ୍ତରାୟ(ସ୍ଵର୍ଣ୍ଣ), ଶୁଭଦର୍ଶନ କୁମାର(ସ୍ଵର୍ଣ୍ଣ), କିର୍ତିକା ଦଳାଇ(ସ୍ଵର୍ଣ୍ଣ), ଅଦିତି ନାୟକ(ସ୍ଵର୍ଣ୍ଣ), ଆତ୍ମଯା ସାବତ(ସ୍ଵର୍ଣ୍ଣ), ଆଲିଶା ସାବତ( ରୌପ୍ୟ) ଏବଂ ଏଥି ସହିତ ଅଦ୍ୟସା ସାବତ(କାଂସ୍ୟ )ଏବଂ ପି ପ୍ରତୀକ ପାତ୍ର(ରୌପ୍ୟ ପଦକ)କଲିକତା ସ୍ତିତ ହୋଗୁଲି ଠାରେ ହେଇଥିବା CBSE ଜୋନାଲ ଲେବେଲ ତାଇକଣ୍ଡୁ ଚାମ୍ପିୟନସିପ ରେ ପଦକ ହାସଲ କରୁଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ । ଏହି ସଭାରେ ଆସୋସିଏସନ ର ସମସ୍ତ କର୍ମ କର୍ତ୍ତା ଏବଂ ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ମୁନି ,ସଂପାଦକ ତଥା ମୂଖ୍ୟ କୋଚ୍ ସତ୍ୟ ନାରାୟଣ ତ୍ରୀପାଠୀ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା କରିବାସହ ଆଗାମୀ ଖେଳ ପାଇଁ ପ୍ରୋତ୍ସାହିତ କରିଥିଲେ ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *