July 17, 2026
Home » ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ

ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ

0
WhatsApp Image 2026-07-16 at 9.12.20 PM (1)

ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ …….।(ଶ୍ରୀ ଜଗନ୍ନାଥ ଙ୍କ ନନ୍ଦିଘୋଷରଥ)ଏହାର ଉଚ୍ଚତା ୧.୯ ସିଏମ,ଏହା ମଧ୍ୟରେ ବ୍ୟାବହୁତ ସାମଗ୍ରୀ -ବେଲ, ତୁଳସୀ,ଦୁବ,ନିମ୍ବ, ଗଳି ଗୁଆ,ରଥ ରେ ଯେପରି ୧୬ଚକ,ଓଲଟ ଶୁଆ,ଡାହୁକ,କଳସ, ଚାରୋଟି ଘୋଡ଼ା, ପତିତପାବନ ବାନା(ନେତା) ନିର୍ମାଣ କରିଛନ୍ତି ବିଶ୍ଵବିଖ୍ୟାତ ବାଲୁକା ଶିଳ୍ପୀ ଡ଼. ସୁବଳ ମହାରଣା । ତିଆରି କରିବା ପାଇଁ ସମୟ୪ଘଣ୍ଟା ୨୦ମିନିଟ୍ ଲାଗିଛି ।ଏହା ନିର୍ମାଣ କରି ଶିଳ୍ପୀ ବିଶ୍ଵ କୁ ଏକ ଶାନ୍ତିପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରି କହିଛନ୍ତି…..ବିଶ୍ଵରେ ଯୁଦ୍ଧ ନ ହେଉ ଶାନ୍ତି ଜୀବନ ଯାପନ କରନ୍ତୁ। ବିଶ୍ଵ ରଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପ୍ରାର୍ଥନା କଲେ

Leave a Reply

Your email address will not be published. Required fields are marked *