ସୂଚନା ଓ ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟରତଙ୍କ “ମାତୃ” ବିୟୋଗ
ସୂଚନା ଓ ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟରତ ଡମ୍ବରୁଧର ପଣ୍ତାଙ୍କ “ମାତୃ” ୭୪ ବର୍ଷା ବୟସରେ ବିୟୋଗ ହୋଇଛି। ସ୍ୱର୍ଗତ ପ୍ରେମ କୁମାରୀ ପଣ୍ତାଙ୍କ ସୋମବାର ତା:୨୭-୦୭-୨୦୨୬ ରିଖ ଅପରାହ୍ନ ସମୟରେ ନିଜ ବାସ ଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ୱର୍ଗତ ପଣ୍ଡାଙ୍କ ମୃତ୍ୟୁ ସମୟରେ ତାଙ୍କ ସମସ୍ତ ସନ୍ତାନ ଉପସ୍ଥିତ ରହିଥିଲେ।ତାଙ୍କ ମୃତ୍ୟୁରେ ପରିବାର,ଆତ୍ମୀୟ,,ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ କର୍ମକର୍ତ୍ତା ବୃନ୍ଦ ଓ ସମସ୍ତ ସାମ୍ବାଦିକ ବନ୍ଧୁଗଣ ଆମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲ ପ୍ରସାଦ ପଟ୍ଟନାୟକ
