ସୁବର୍ଣ୍ଣପୁର ପରିବେଶ ଉପରେ ନିର୍ମିତ ସିନେମା ‘ଜଙ୍ଗଲ ଜଲୁଛେ’
ସୁବର୍ଣ୍ଣପୁର:କୋଶଲି / ସମ୍ବଲପୁରୀ ଭାଷା ସଂସ୍କୃତିର ସୁରକ୍ଷା ଆର ସମୃଦ୍ଧିର ତଥା କୋଶଲି ଆର ଉଡିଆ ଭାଷାର ସମନ୍ବୟର ଲାଗି ନିର୍ମିତ “ଜଙ୍ଗଲ ଜଲୁଛେ” ସିନେମାରେ ଅଛେ ଆମର ଯାତରା ପରବର ନିଗୂଢ ଯୋଗତତ୍ତ୍ବ, ଇଥି ଅଛେ ନାରୀ ଜାଗରଣ, ନିଶା ନିବାରଣ, ପରିବେଶ ସୁରକ୍ଷା ଆର ପ୍ରେମ , ବିରହ, ବିଚ୍ଛେଦର ସତର ଅଭୁଲା କାହାଣୀ I
ସିନେମାର ପ୍ରଯୋଜିକା ହେଉଛନ ନାରୀ ନେତ୍ରୀ ଶ୍ରୀମତୀ ନିବେଦିତା ନାୟକ ଆର ପ୍ରଫେସର ମୀନା ମହାରଣା I ଲେଖକ ହେଉଛନ ବରିଷ୍ଠ ସାମ୍ବାଦିକ , ଲେଖକ ଗୋରେଖନାଥ ସାହୁ ଆର ନିର୍ଦ୍ଦେଶନା ଦେଇଛନ ସରୋଜ କୁମାର ଭୂୟାଁ I ସିନେମାଟା ସଂପୂର୍ଣ୍ଣ ସୁବର୍ଣ୍ଣପୁର ପରିବେଶ ଉପରେ ନିର୍ମିତ ହେଇଛେ I ଦେଖଲେ ଆପଣ ଜାଣି ପାରିବେ ସତେ କେତେ ତାର ମହତ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..
