December 19, 2025
Home » ମୁକୁଳା ଅବସ୍ଥାରେ ପଡ଼ିଛି ଜିରାଳ ଯାତ୍ରା ପଡିଆ ଟ୍ରାନ୍ସଫର୍ମର

ମୁକୁଳା ଅବସ୍ଥାରେ ପଡ଼ିଛି ଜିରାଳ ଯାତ୍ରା ପଡିଆ ଟ୍ରାନ୍ସଫର୍ମର

0
WhatsApp Image 2024-12-05 at 3.10.03 PM

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଜିରଳ ଗ୍ରାମ ଯାତ୍ରା ପଡିଆ ମଧ୍ୟରେ ଥିବା ଟ୍ରାନ୍ସଫର୍ମର ଟି ମୁକୁଳା ଅବସ୍ଥାରେ ବିପଦପୂର୍ଣ୍ଣ ଭାବରେ ପଡ଼ିଛି। ଏହି ଜାଗା ଟି ଗାଈ ଗୋରୁ ଓ ଲୋକମାନଙ୍କର ଚଳପ୍ରଚଳ ସ୍ଥାନ । ଜିରାଳ କାର୍ତ୍ତିକ ମହୋତ୍ସବରେ ହଜାର ହଜାର ଲୋକ ଏଠାରେ ଯିବା ଆସିବା କରନ୍ତି । ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କିଛି ଲାଭ ମିଳୁନାହିଁ । ଯଥା ଶୀଘ୍ର ସୁରକ୍ଷା ବାଡ଼ ଦେବା ପାଇଁ ପ୍ରଶାସନ ଓ TPCODL କୁ ଜିରାଳ ଗ୍ରାମର ଜନ ସାଧାରଣ ଦାବି କରିଛନ୍ତି।

subash pradhan nka report

Leave a Reply

Your email address will not be published. Required fields are marked *